India-Pakistan Security Tensions: ସୀମାରେ ଅବାଧ ଅନୁପ୍ରବେଶ ରୋକିବାକୁ ନୂଆ ପନ୍ଥା, ଆଣ୍ଟି ଡ୍ରୋନ୍‌ ସିଷ୍ଟମ ଆପଣାଇଲେ ପଞ୍ଜାବ ସରକାର

ଅନେକ ସମୟରେ ଆତଙ୍କୀ ଅନୁପ୍ରେବଶ ତଥା ଡ୍ରୋନ୍‌ ମାଧ୍ୟମରେ ପାକିସ୍ତାନ ଭାରତକୁ ଅସ୍ତ୍ରଶସ୍ତ୍ର ପଠାଇଥାଏ। ତେବେ ଏହାକୁ ବନ୍ଦ କରିବ ଏହି ଆଣ୍ଟି ଡ୍ରୋନ ସିଷ୍ଟମ୍‌ ।

Array