ଖୁବ୍‌ଶୀଘ୍ର ରାଜ୍ୟରେ ଧାନ ମଣ୍ଡି ଖୋଲିବ, ଦଲାଲଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

କଟକ ୩୦।୧୦: ଖୁବ୍‌ଶୀଘ୍ର ରାଜ୍ୟରେ ଧାନ ମଣ୍ଡି ଖୋଲିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି । ଧାନ କିଣାବିକା ସମୟରେ ସକ୍ରିୟ ହେବେ ଦଲାଲ । ଦଲାଲଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦଲାଲଙ୍କ ଉପରେ ସରକାରଙ୍କ ନଜର ରହିଛି । ମୋହନ ସରକାରରେ ଚାଲିବ ନାହିଁ ଦଲାଲିରାଜ । କୃଷକଙ୍କ ଖାତାକୁ ଯିବ ୩୧୦୦ ଟଙ୍କା । ଦିନେ ଦୁଇ ଦିନ ମଧ୍ୟରେ ଜାରି ହେବ ଚଳିତ ବର୍ଷ ଲାଗି ଧାନ କିଣା ନୀତି । ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହେବ । ଏଣିକି ମଣ୍ଡିକୁ ଯିବେ ଅଫିସର । ମଣ୍ଡିରେ ଉଠିବ ଅଫିସରଙ୍କ ଫଟୋ । ଏ ନେଇ ପ୍ରସ୍ତୁତ ହୋଇଛି ଆପ୍ । ପ୍ରତ୍ୟେକ ଅଫିସରଙ୍କୁ ମିଳିବ ଗୋଟେ ଗୋଟେ ମଣ୍ଡି ଦାଇତ୍ୱ । ୪ରୁ ୫ ମଣ୍ଡିକୁ ନେଇ ପ୍ରସ୍ତୁତ ହେବ ଜୋନ୍ । ଜୋନ୍ ଦାଇତ୍ୱରେ ରହିବେ ବରିଷ୍ଠ ଅଧିକାରୀ । ଅନୁଧ୍ୟାନ କରିବେ ଜିଲ୍ଲାପାଳ । ମଣ୍ଡିର ଉନ୍ନତି ପାଇଁ ପ୍ରଥମ ପର୍ଯ୍ୟାୟରେ ୫୬୦ କୋଟି ବ୍ୟବସ୍ଥା ।You Can Read:ଖୁବ୍‌ଶୀଘ୍ର ଘୋଷଣା ହେବ ସୁଭଦ୍ରା ତୃତୀୟ ପର୍ଯ୍ୟାୟ କିସ୍ତି, ବାଦ୍ ପଡ଼ିଥିବା ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ଟଙ୍କା

ଖୁବ୍‌ଶୀଘ୍ର ରାଜ୍ୟରେ ଧାନ ମଣ୍ଡି ଖୋଲିବ, ଦଲାଲଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

କଟକ ୩୦।୧୦: ଖୁବ୍‌ଶୀଘ୍ର ରାଜ୍ୟରେ ଧାନ ମଣ୍ଡି ଖୋଲିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି । ଧାନ କିଣାବିକା ସମୟରେ ସକ୍ରିୟ ହେବେ ଦଲାଲ । ଦଲାଲଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦଲାଲଙ୍କ ଉପରେ ସରକାରଙ୍କ ନଜର ରହିଛି । ମୋହନ ସରକାରରେ ଚାଲିବ ନାହିଁ ଦଲାଲିରାଜ । କୃଷକଙ୍କ ଖାତାକୁ ଯିବ ୩୧୦୦ ଟଙ୍କା । ଦିନେ ଦୁଇ ଦିନ ମଧ୍ୟରେ ଜାରି ହେବ ଚଳିତ ବର୍ଷ ଲାଗି ଧାନ କିଣା ନୀତି । ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହେବ । ଏଣିକି ମଣ୍ଡିକୁ ଯିବେ ଅଫିସର । ମଣ୍ଡିରେ ଉଠିବ ଅଫିସରଙ୍କ ଫଟୋ । ଏ ନେଇ ପ୍ରସ୍ତୁତ ହୋଇଛି ଆପ୍ । ପ୍ରତ୍ୟେକ ଅଫିସରଙ୍କୁ ମିଳିବ ଗୋଟେ ଗୋଟେ ମଣ୍ଡି ଦାଇତ୍ୱ । ୪ରୁ ୫ ମଣ୍ଡିକୁ ନେଇ ପ୍ରସ୍ତୁତ ହେବ ଜୋନ୍ । ଜୋନ୍ ଦାଇତ୍ୱରେ ରହିବେ ବରିଷ୍ଠ ଅଧିକାରୀ । ଅନୁଧ୍ୟାନ କରିବେ ଜିଲ୍ଲାପାଳ । ମଣ୍ଡିର ଉନ୍ନତି ପାଇଁ ପ୍ରଥମ ପର୍ଯ୍ୟାୟରେ ୫୬୦ କୋଟି ବ୍ୟବସ୍ଥା ।

You Can Read:

ଖୁବ୍‌ଶୀଘ୍ର ଘୋଷଣା ହେବ ସୁଭଦ୍ରା ତୃତୀୟ ପର୍ଯ୍ୟାୟ କିସ୍ତି, ବାଦ୍ ପଡ଼ିଥିବା ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ଟଙ୍କା