ଖୋଜି ଖୋଜି ଟାର୍ଗେଟ୍‌ , ୫ ଆତଙ୍କବାଦୀଙ୍କ ଘର ସ୍ବାହା

ଚାରିଆଡେ ପହଲଗାମ ନିଆଁ । ନୀରିହଙ୍କୁ ହତ୍ୟା ପରେ ପୂରା ଦେଶ ପ୍ରତିଶୋଧର ନିଆଁରେ ଜଳୁଛି । ଖୋଜି ଖୋଜି ଆତଙ୍କୀଙ୍କୁ କରାଯାଉଛି ଟାର୍ଗେଟ ।

ଖୋଜି ଖୋଜି ଟାର୍ଗେଟ୍‌ , ୫ ଆତଙ୍କବାଦୀଙ୍କ ଘର ସ୍ବାହା
Array