ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ ଗେଟ୍, ୬୨୦.୦୨ ଫୁଟରେ ପହଞ୍ଚିଲା ଜଳସ୍ତର
ସମ୍ବଲପୁର ୨୨।୮: ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ । ଉପରମୁଣ୍ଡରୁ ଜଳପ୍ରବେଶ ଓ ଜଳସ୍ତର ବଢିବା ଫଳରେ ଜଳଭଣ୍ଡାର କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୯୭୯୬୭ କ୍ଯୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳସ୍ତର ବୃଦ୍ଧି ପାଇ ୬୨୦.୦୨ ଫୁଟରେ ପହଞ୍ଚିଛି । ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳଭଣ୍ଡାରକୁ ଜଳପ୍ରବେଶ ବଢୁଛି ।You Can Read:ରାଜ୍ୟର ଭୂସ୍ଖଳନ ପ୍ରବଣ ଅଞ୍ଚଳ ଗଜପତି ଜିଲ୍ଲା, ୧୪ ଜିଲ୍ଲାକୁ ରହିଛି ଭୂମିକମ୍ପ ଭୟ : ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ
ସମ୍ବଲପୁର ୨୨।୮: ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ । ଉପରମୁଣ୍ଡରୁ ଜଳପ୍ରବେଶ ଓ ଜଳସ୍ତର ବଢିବା ଫଳରେ ଜଳଭଣ୍ଡାର କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୯୭୯୬୭ କ୍ଯୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳସ୍ତର ବୃଦ୍ଧି ପାଇ ୬୨୦.୦୨ ଫୁଟରେ ପହଞ୍ଚିଛି । ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳଭଣ୍ଡାରକୁ ଜଳପ୍ରବେଶ ବଢୁଛି ।
You Can Read:
ରାଜ୍ୟର ଭୂସ୍ଖଳନ ପ୍ରବଣ ଅଞ୍ଚଳ ଗଜପତି ଜିଲ୍ଲା, ୧୪ ଜିଲ୍ଲାକୁ ରହିଛି ଭୂମିକମ୍ପ ଭୟ : ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ