ଗଛ ମୂଳେ ପୂଜା କରୁଥିଲେ, ବଜ୍ରପାତରେ ୬ଜଣ ଗୁରୁତର

ଅନୁଗୋଳ: ଅନୁଗୋଳ ବଲାସିଂହା ବାଲିସାହିରେ ବଜ୍ରପାତ । ଏଥିରେ ୬ଜଣ ଗୁରୁତର ହୋଇଛନ୍ତି । ଆଜି ବାଲିସାହିର ଏକ ଅଶସ୍ତ ଗଛ ମୂଳରେ ପୂଜା ଚାଲିଥିବା ବେଳେ ବଜ୍ରପାତ ହୋଇଥିଲା । ସମସ୍ତଙ୍କୁ ଅନୁଗୋଳ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା  । କିନ୍ତୁ ୫ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ଅଧିକ ଚିକିତ୍ସା ପାଇଁ କଟକ ପଠାଯାଇଛି ।