ଗଛକୁ ପିଟିଲା କାର୍ ,ଚାଲିଗଲା ୩ ଜୀବନ ! Car accident in Koraput
ଗଛକୁ ପିଟିଲା କାର୍ ,ଚାଲିଗଲା ୩ ଜୀବନ ! ଆଜି ସକାଳୁ ସକାଳୁ କୋରାପୁଟ ଜିଲ୍ଲା ବୈପାରୀଗୁଡାରୁ ଦୁଃଖଦ ଖବର ଆସିଛି। ଭୟଙ୍କର ସଡ଼କ ଦୁର୍ଘଟଣାରେ ୩ ମୃତ, ଜଣେ ଗୁରୁତର, ଦୁଇ ଆହତ ହୋଇଛନ୍ତି । ବୈପାରୀଗୁଡା ଥାନା ଅନ୍ତର୍ଗତ ୩୨୬ ନମ୍ୱର ଜାତୀୟ ରାଜ