ଗଛରେ ପିଟି ହେଲା ଟାଟା ଏସି ଗାଡ଼ି, ୨ମୃତ ୭ ଆହତ

ଘଟଗାଁ: ଭୋଜି ହେଲା କାଳ । ଭୋଜି ଖାଇ ଫେରୁଥିବା ବେଳେ ଦୁର୍ଘଟଣା । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ତରା-ବାର୍ହାଟିପୁରା ରାସ୍ତାର ନାକଝରିଠାରେ ଏକ ଟାଟାଏସି ଗାଡ଼ି ବରଗଛରେ ପିଟି ହେବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି। The post ଗଛରେ ପିଟି ହେଲା ଟାଟା ଏସି ଗାଡ଼ି, ୨ମୃତ ୭ ଆହତ appeared first on KNews Odisha.

ଗଛରେ ପିଟି ହେଲା ଟାଟା ଏସି ଗାଡ଼ି, ୨ମୃତ ୭ ଆହତ
accident

ଘଟଗାଁ: ଭୋଜି ହେଲା କାଳ । ଭୋଜି ଖାଇ ଫେରୁଥିବା ବେଳେ ଦୁର୍ଘଟଣା । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ତରା-ବାର୍ହାଟିପୁରା ରାସ୍ତାର ନାକଝରିଠାରେ ଏକ ଟାଟାଏସି ଗାଡ଼ି ବରଗଛରେ ପିଟି ହେବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି।

The post ଗଛରେ ପିଟି ହେଲା ଟାଟା ଏସି ଗାଡ଼ି, ୨ମୃତ ୭ ଆହତ appeared first on KNews Odisha.