ଗଛରେ ପିଟିହେଲା କାର୍ : ଦୁର୍ଘଟଣାରେ ୨ ଗୁରୁତର, ଜଣେ ଆହତ

ଆଠମଲ୍ଲିକ ୨୪।୭: ଆଠମଲ୍ଲିକ ଦେଉଳବେଡା ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୩ ଜଣ ଆହତ । ଦୁଇ ଗୁରୁତରଙ୍କୁ ଅନୁଗୋଳ ମେଡିକାଲକୁ ସ୍ଥାନାନ୍ତର । ସୂଚନାଯୋଗ୍ୟ ଯେ, ଗତ ରାତିରେ ଅନୁଗୋଳ ହେମସରାପଡା ଛକର ତିନି ଜଣ ପ୍ରସନ୍ନ ଦଳବେହେରା, ମୁକେଶ ବବର୍ତ୍ତୀ, ଜୟନ୍ତ କୁମାର ଜେନା ଆଦି ଏକ ଇଣ୍ଡିଗୋ କାର୍ ସୋନପୁର ଯାଉଥିଲେ । ଦେଉଳବେଡା ଗ୍ରାମ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ବିଳମ୍ବିତ ରାତିରେ ଆହତ ୩ ଜଣଙ୍କୁ ଆଠମଲ୍ଲିକ ମେଡିକାକୁ ଆଣା ଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ୩ ଜଣଙ୍କୁ ଅନୁଗୋଳ ମେଡିକାଲକୁ ପଠାଇ ଦିଆଯାଇଛି ।You Can Read:କୁଣ୍ଢେଇଗୋଳା ପୋଲିସ ନାଁରେ ସଙ୍ଗୀନ ଅଭିଯୋଗ, ମାଡ଼ ମାରି ନେଇଗଲେ ଟଙ୍କା

ଗଛରେ ପିଟିହେଲା କାର୍ : ଦୁର୍ଘଟଣାରେ ୨ ଗୁରୁତର, ଜଣେ ଆହତ

ଆଠମଲ୍ଲିକ ୨୪: ଆଠମଲ୍ଲିକ ଦେଉଳବେଡା ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୩ ଜଣ ଆହତ । ଦୁଇ ଗୁରୁତରଙ୍କୁ ଅନୁଗୋଳ ମେଡିକାଲକୁ ସ୍ଥାନାନ୍ତର । 

ସୂଚନାଯୋଗ୍ୟ ଯେ, ଗତ ରାତିରେ ଅନୁଗୋଳ ହେମସରାପଡା ଛକର ତିନି ଜଣ ପ୍ରସନ୍ନ ଦଳବେହେରା, ମୁକେଶ ବବର୍ତ୍ତୀ, ଜୟନ୍ତ କୁମାର ଜେନା ଆଦି ଏକ ଇଣ୍ଡିଗୋ କାର୍ ସୋନପୁର ଯାଉଥିଲେ । ଦେଉଳବେଡା ଗ୍ରାମ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ବିଳମ୍ବିତ ରାତିରେ ଆହତ ୩ ଜଣଙ୍କୁ ଆଠମଲ୍ଲିକ ମେଡିକାକୁ ଆଣା ଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ୩ ଜଣଙ୍କୁ ଅନୁଗୋଳ ମେଡିକାଲକୁ ପଠାଇ ଦିଆଯାଇଛି ।

You Can Read:

କୁଣ୍ଢେଇଗୋଳା ପୋଲିସ ନାଁରେ ସଙ୍ଗୀନ ଅଭିଯୋଗ, ମାଡ଼ ମାରି ନେଇଗଲେ ଟଙ୍କା