ଗଛରେ ଫଳିଛି ଟଙ୍କା, ବିଶ୍ୱାସ ହେଉ ନ ଥିଲେ ଭିଡିଓ ଦେଖନ୍ତୁ…

କଥାରେ କଥାରେ ଅନେକ କୁହନ୍ତି, ଟଙ୍କା କ’ଣ ଗଛରେ ଫଳୁଛି। ଏବେ କିନ୍ତୁ ବାସ୍ତବରେ ସେଭଳି କିଛି ଘଟିଛି। ବିହାରରୁ ଭାଇରାଲ ହେଉଥିବା ଏକ ଭିଡିଓରେ କିଛି ଲୋକ ଗଛରୁ ଟଙ୍କା ବାହାର କରୁଥିବା ଦେଖାଯାଉଛି। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଆପଣ କିଛି ଲୋକ ଗଛରୁ ଛୁରୀ ସାହାର୍ଯ୍ୟରେ ଟଙ୍କା ବାହାର କରୁଥିବା ଦେଖାଯାଉଛି। ଇନଷ୍ଟାଗ୍ରାମରେ ଏହି ଭିଡିଓଟି ଶେୟାର କରାଯିବା ପରେ ଲୋକ ପ୍ରତିକ୍ରିୟା ରଖୁଛନ୍ତି। ଆପଣ ବି ଦେଖନ୍ତୁ […] The post ଗଛରେ ଫଳିଛି ଟଙ୍କା, ବିଶ୍ୱାସ ହେଉ ନ ଥିଲେ ଭିଡିଓ ଦେଖନ୍ତୁ… appeared first on Dharitri Odia News.

ଗଛରେ ଫଳିଛି ଟଙ୍କା, ବିଶ୍ୱାସ ହେଉ ନ ଥିଲେ ଭିଡିଓ ଦେଖନ୍ତୁ…

କଥାରେ କଥାରେ ଅନେକ କୁହନ୍ତି, ଟଙ୍କା କ’ଣ ଗଛରେ ଫଳୁଛି। ଏବେ କିନ୍ତୁ ବାସ୍ତବରେ ସେଭଳି କିଛି ଘଟିଛି। ବିହାରରୁ ଭାଇରାଲ ହେଉଥିବା ଏକ ଭିଡିଓରେ କିଛି ଲୋକ ଗଛରୁ ଟଙ୍କା ବାହାର କରୁଥିବା ଦେଖାଯାଉଛି। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେଉଛି।

ଭିଡିଓରେ ଆପଣ କିଛି ଲୋକ ଗଛରୁ ଛୁରୀ ସାହାର୍ଯ୍ୟରେ ଟଙ୍କା ବାହାର କରୁଥିବା ଦେଖାଯାଉଛି। ଇନଷ୍ଟାଗ୍ରାମରେ ଏହି ଭିଡିଓଟି ଶେୟାର କରାଯିବା ପରେ ଲୋକ ପ୍ରତିକ୍ରିୟା ରଖୁଛନ୍ତି। ଆପଣ ବି ଦେଖନ୍ତୁ ଭିଡିଓ:

The post ଗଛରେ ଫଳିଛି ଟଙ୍କା, ବିଶ୍ୱାସ ହେଉ ନ ଥିଲେ ଭିଡିଓ ଦେଖନ୍ତୁ… appeared first on Dharitri Odia News.