ଗଛରେ ରଶି ଲଗାଇ ଝୁଲିପଡିଲେ ଯୁବକ
ବାଲିଗୁଡ଼ା,୨୮।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର କଞ୍ଜାମେଣ୍ଡି ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି। ଜଣେ ୨୨ବର୍ଷର ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଯୁବକ ଜଣକ ହେଲେ ହରଣ ଦିଗାଳଙ୍କ ପୁଅ ସଞ୍ଚୁସ ଦିଗାଳ। ଶୁକ୍ରବାର ରାତିରେ କୌଣସି କାରଣବଶତଃ ସେ ରଶି ଲଗାଇ ଝୁଲିପଡ଼ିଥିବା ପୋଲିସ କହିଛି। ଯୁବକ ଜଣକ ନିଜ ବାରିପଟେ ଗଛରେ ରଶି ଲଗାଇଛନ୍ତି। ଏ ନେଇ କ.ନୂଆଗାଁ ପୋଲିସ ୟୁଡ଼ି କେଶ […] The post ଗଛରେ ରଶି ଲଗାଇ ଝୁଲିପଡିଲେ ଯୁବକ appeared first on Dharitri Odia News.
ବାଲିଗୁଡ଼ା,୨୮।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର କଞ୍ଜାମେଣ୍ଡି ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି। ଜଣେ ୨୨ବର୍ଷର ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି।
ଯୁବକ ଜଣକ ହେଲେ ହରଣ ଦିଗାଳଙ୍କ ପୁଅ ସଞ୍ଚୁସ ଦିଗାଳ। ଶୁକ୍ରବାର ରାତିରେ କୌଣସି କାରଣବଶତଃ ସେ ରଶି ଲଗାଇ ଝୁଲିପଡ଼ିଥିବା ପୋଲିସ କହିଛି। ଯୁବକ ଜଣକ ନିଜ ବାରିପଟେ ଗଛରେ ରଶି ଲଗାଇଛନ୍ତି। ଏ ନେଇ କ.ନୂଆଗାଁ ପୋଲିସ ୟୁଡ଼ି କେଶ ନଂ.୦୫/୨୪ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ପି.ସ୍ବରୂପ କ୍ରିଷ୍ଣା ସୁଚନା ଦେଇଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ମେଡିକାଲକୁ ପଠାଯାଇଥିବା ଜଣାପଡିଛି ।
The post ଗଛରେ ରଶି ଲଗାଇ ଝୁଲିପଡିଲେ ଯୁବକ appeared first on Dharitri Odia News.