ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିରେ ଆତଙ୍କରାଜ ସୃଷ୍ଟି କରି ଫେରାର ଥିବା ଅଭିଯୁକ୍ତ ଗିରଫ
ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିରେ ଆତଙ୍କରାଜ ସୃଷ୍ଟି କରି ଫେରାର ଥିବା ଅଭିଯୁକ୍ତ ଗିରଫ ପାରଳାଖେମୁଣ୍ଡି:୨୩/୭(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ରେ ବୋମା ପକାଇ ଆତଙ୍କ ସୃଷ୍ଟି କରିଥିବା ଘଟଣାରେ ଆଉ ଜଣକୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ହେଲେ ଆର.ଉଦୟଗିରିର ସମୀର ଦଳେଇ (୨୫) । ପୂର୍ବରୁ ପାଇକ ସାହିରେ ଘଟଣାରେ ୫ ଜଣ ଗିରଫ ହୋଇଥିଲେ। ସୋମବାର ସମୀରକୁ କୋର୍ଟ ଚାଲାଣ କରାଯାଇଥିବା […] The post ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିରେ ଆତଙ୍କରାଜ ସୃଷ୍ଟି କରି ଫେରାର ଥିବା ଅଭିଯୁକ୍ତ ଗିରଫ appeared first on Odisha.News.

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିରେ ଆତଙ୍କରାଜ ସୃଷ୍ଟି କରି ଫେରାର ଥିବା ଅଭିଯୁକ୍ତ ଗିରଫ
ପାରଳାଖେମୁଣ୍ଡି:୨୩/୭(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ରେ ବୋମା ପକାଇ ଆତଙ୍କ ସୃଷ୍ଟି କରିଥିବା ଘଟଣାରେ ଆଉ ଜଣକୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ହେଲେ ଆର.ଉଦୟଗିରିର ସମୀର ଦଳେଇ (୨୫) । ପୂର୍ବରୁ ପାଇକ ସାହିରେ ଘଟଣାରେ ୫ ଜଣ ଗିରଫ ହୋଇଥିଲେ। ସୋମବାର ସମୀରକୁ କୋର୍ଟ ଚାଲାଣ କରାଯାଇଥିବା ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ କହିଛନ୍ତି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଗତ ଫେବୃଆରୀ ୭ ତାରିଖ ଦିନ ୬ ଜଣ ଯୁବକ ଚନ୍ଦ୍ରଗିରିରେ ବୋମା ଆତଙ୍କ ସୃଷ୍ଟି କରିବା ସହ କିଛି ଲୋକ ସହ ଗଣ୍ଡଗୋଳ କରିଥିଲେ। ୬ ଯୁବକଙ୍କ ମଧ୍ୟରୁ ଜଣେ ଚନ୍ଦ୍ରଗିରିର ହୋଇଥିବା ବେଳେ ୫ ଜଣ ଆର. ଉଦୟଗିରିର। ଘଟଣା ପରେ ୫ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା I ଆଉ ଜଣେ ଅଭିଯୁକ୍ତ ସମୀର ଫେରାର ଥିଲା I ତାକୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଫାଣ୍ଡି ଅଧିକାରୀ କହିଛନ୍ତି।
The post ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିରେ ଆତଙ୍କରାଜ ସୃଷ୍ଟି କରି ଫେରାର ଥିବା ଅଭିଯୁକ୍ତ ଗିରଫ appeared first on Odisha.News.