ଗଜପତିଜିଲ୍ଲାରେ ଆରମ୍ଭ ହେଲା ମାଣ୍ଡିଆ ମଣ୍ଡି ନିମନ୍ତେ ସଚେତନତା ରଥ
ପାରଳାଖେମୁଣ୍ଡି:୧୯/୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ଜନ ସାଧାରଣଙ୍କୁ ଏବଂ ଚାଷୀମାନଙ୍କୁ ମାଣ୍ଡିଆ ମଣ୍ଡି ସମ୍ପର୍କରେ ସଚେତନ କରିବା ପାଇଁ ସମଗ୍ର ଜିଲ୍ଲାରେ ମାଣ୍ଡିଆ ମଣ୍ଡି ସଚେତନତା ରଥ ପରିକ୍ରମା ଆରମ୍ଭ କଲା. ଏଠାରେ ସୂଚନାଯୋଗ୍ୟଯେ, ମାଣ୍ଡିଆ ଜାତୀୟ ଖାଦ୍ୟକୁ ସମସ୍ତଙ୍କ ପାଇଁ ଏକ ପ୍ରକାର ପୁଷ୍ଟିଶସ୍ୟ ଖଦ୍ୟ ବୋଲି ସମସ୍ତେ ଆପଣାଇଲା ବେଳେ / ବର୍ତମାନ ଓଡିଶା ସରକାର ମାଣ୍ଡିଆ ଶସ୍ୟ ଚାଷୀ ମାନଙ୍କ ଠାରୁ ଟିଡ଼ିସିସି ମାଧ୍ୟମରେ ମାଣ୍ଡିଆ କେଜି ୩୮.୪୬ ପଇସା ଦରରେ ମାଣ୍ଡିଆ। […] The post ଗଜପତିଜିଲ୍ଲାରେ ଆରମ୍ଭ ହେଲା ମାଣ୍ଡିଆ ମଣ୍ଡି ନିମନ୍ତେ ସଚେତନତା ରଥ appeared first on Odisha.News.
ପାରଳାଖେମୁଣ୍ଡି:୧୯/୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ଜନ ସାଧାରଣଙ୍କୁ ଏବଂ ଚାଷୀମାନଙ୍କୁ ମାଣ୍ଡିଆ ମଣ୍ଡି ସମ୍ପର୍କରେ ସଚେତନ କରିବା ପାଇଁ ସମଗ୍ର ଜିଲ୍ଲାରେ ମାଣ୍ଡିଆ ମଣ୍ଡି ସଚେତନତା ରଥ ପରିକ୍ରମା ଆରମ୍ଭ କଲା. ଏଠାରେ ସୂଚନାଯୋଗ୍ୟଯେ, ମାଣ୍ଡିଆ ଜାତୀୟ ଖାଦ୍ୟକୁ ସମସ୍ତଙ୍କ ପାଇଁ ଏକ ପ୍ରକାର ପୁଷ୍ଟିଶସ୍ୟ ଖଦ୍ୟ ବୋଲି ସମସ୍ତେ ଆପଣାଇଲା ବେଳେ / ବର୍ତମାନ ଓଡିଶା ସରକାର ମାଣ୍ଡିଆ ଶସ୍ୟ ଚାଷୀ ମାନଙ୍କ ଠାରୁ ଟିଡ଼ିସିସି ମାଧ୍ୟମରେ ମାଣ୍ଡିଆ କେଜି ୩୮.୪୬ ପଇସା ଦରରେ ମାଣ୍ଡିଆ। ମଣ୍ଡି ମାଧ୍ୟମରେ ଚଳିତ ବର୍ଷ ନିମନ୍ତେ କ୍ରୟ କରିବ l ତେଣୁ ଗଜପତି ଜିଲ୍ଲା ଗୁମା ବ୍ଲକରେ ମାଣ୍ଡିଆ ସଚେତନତା ରଥ ଶୁଭାରମ୍ଭ ହେଲା ,ଏହି ସଚେତନତା ରଥ ବିଡ଼ିଓ ଶରତ ପାତ୍ର ଶୁଭାରମ୍ଭ କରିଲେ,, ଉପସ୍ଥିତି ଏଏଓ ସନ୍ଦୀପ ପାଣି, ବିଓଡି ମେମ୍ବରସ,ଆଦର୍ଶ ଚାଷୀ ବୃନ୍ଦ,ସିସିଡି କର୍ମଚାରୀଙ୍କ ସହଯୋଗରେ ଶୁଭାରମ୍ଭ ହେଲା . ଏହି ରଥ ଗୁମ୍ମା ବ୍ଲକର ୨୦ ଗୋଟି ପଂଚାୟତରେ ବୁଲି ସଚେତନ କରିବ ବୋଲି ବିଡିଓ ଶରତ ପାତ୍ର କହିଛନ୍ତି.
The post ଗଜପତିଜିଲ୍ଲାରେ ଆରମ୍ଭ ହେଲା ମାଣ୍ଡିଆ ମଣ୍ଡି ନିମନ୍ତେ ସଚେତନତା ରଥ appeared first on Odisha.News.