ଗତ ସରକାରଙ୍କ ଆଳୁ ମିଶନ ଫେଲ୍ ମାରିଛି, ଓଡ଼ିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ୍ କରୁଛି

ଭୁବନେଶ୍ବର ୧୧।୧୨: ଗତ ସରକାରଙ୍କ ଆଳୁ ମିଶନ ଫେଲ୍ ମାରିଛି ବୋଲି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଗୃହରେ ସୂଚନା ଦେଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡାମଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉପ ମୁଖମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ୍ କରୁଛି । ଓଡ଼ିଶାରେ ବ୍ୟାପକ ଆଳୁ ଉତ୍ପାଦନ କରି ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ନ ହେବାକୁ ସରକାର ବଧପରିକର ବୋଲି ଉପ ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରିଛନ୍ତି । You Can Read:ବିଦ୍ୟୁତ ଦର ଯୋଗୁଁ ବନ୍ଦ ହୋଇନଥିଲା ଶୀତଳଭଣ୍ଡାର, ସଂସ୍ଥା ଏହାକୁ ବନ୍ଧକ ରଖିବାରୁ ବନ୍ଦ ରହିଲା

ଗତ ସରକାରଙ୍କ ଆଳୁ ମିଶନ ଫେଲ୍ ମାରିଛି, ଓଡ଼ିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ୍ କରୁଛି

ଭୁବନେଶ୍ବର ୧୧।୧୨: ଗତ ସରକାରଙ୍କ ଆଳୁ ମିଶନ ଫେଲ୍ ମାରିଛି ବୋଲି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଗୃହରେ ସୂଚନା ଦେଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡାମଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉପ ମୁଖମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।

ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ୍ କରୁଛି । ଓଡ଼ିଶାରେ ବ୍ୟାପକ ଆଳୁ ଉତ୍ପାଦନ କରି ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ନ ହେବାକୁ ସରକାର ବଧପରିକର ବୋଲି ଉପ ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରିଛନ୍ତି । 

You Can Read:

ବିଦ୍ୟୁତ ଦର ଯୋଗୁଁ ବନ୍ଦ ହୋଇନଥିଲା ଶୀତଳଭଣ୍ଡାର, ସଂସ୍ଥା ଏହାକୁ ବନ୍ଧକ ରଖିବାରୁ ବନ୍ଦ ରହିଲା