ଗର୍ଜିଲା T-90 ଟ୍ୟାଙ୍କ, ବର୍ଷିଲା ଧନୁଷ ଓ ସାରଙ୍ଗ

ରାଜସ୍ଥାନର ପୋଖରାନରେ ଦମ୍ ଦେଖାଇଲା ଭାରତ। ସାରା ବିଶ୍ବ ଦେଖିଛି ଭାରତର ସାମରିକ ପରାକ୍ରମ। ତିନି ସେନାର ମିଳିତ ସମରାଭ୍ୟାସ 'ଭାରତ ଶକ୍ତି'ରେ ପ୍ରଦର୍ଶିତ ହୋଇଛି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର। ସମରାଭ୍ୟାସରେ ସାମିଲ ହେବା ସହ ଆତ୍ମନିର୍ଭର ଭାରତର ଅଦମ୍ୟ ଶକ୍ତି ପ୍ରଦର୍ଶନକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।