ଗହମର MSP କ୍ଵିଣ୍ଟାଲ ପିଛା ୧୫୦ ଟଙ୍କା ବୃଦ୍ଧି
ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ସରକାର ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବି ବୃଦ୍ଧି କରିଛନ୍ତି। ଗହମର ଏମଏସପି କ୍ବିଣ୍ଟାଲ... The post ଗହମର MSP କ୍ଵିଣ୍ଟାଲ ପିଛା ୧୫୦ ଟଙ୍କା ବୃଦ୍ଧି appeared first on .
ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ସରକାର ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବି ବୃଦ୍ଧି କରିଛନ୍ତି। ଗହମର ଏମଏସପି କ୍ବିଣ୍ଟାଲ ପିଛା ୧୫୦ ଟଙ୍କା ବୃଦ୍ଧି କରାଯାଇଛି। ପୂର୍ବରୁ ଗହମ କ୍ବିଣ୍ଟାଲ ପିଛା ଦର ୨ ହଜାର ୨୭୫ ଥିବାବେଳେ ବର୍ତ୍ତମାନ ଏହା ହେବ ୨ ହଜାର ୪୨୫ ଟଙ୍କ। ସେହିପରି ସୋରିଷର ଏମଏସପି ୩୦୦ ଟଙ୍କା ବଢାଯାଇଛି। ଆଗରୁ ଥିଲା ୫୬୫୦ ଟଙ୍କା ଥିଲା। ଏବେ ହେଲା ୫୯୫୦। ସେହିପରି ଚଣାର ଏମଏସପି ୨୧୦ ଟଙ୍କା ବୃଦ୍ଧି ହୋଇଛି।
The post ଗହମର MSP କ୍ଵିଣ୍ଟାଲ ପିଛା ୧୫୦ ଟଙ୍କା ବୃଦ୍ଧି appeared first on .