ଗାଁ ଛକରେ ଭୟାବହ ଅଗ୍ନିକାଣ୍ଡ : ଗ୍ୟାସ୍ ଲିକ ଯୋଗୁଁ ଜଳିଗଲା ୩ ଦୋକାନ

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ଲାଠୀ ଗାଁ ଛକରେ ବିଳମ୍ୱିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଗାଁର ମୁଖ୍ୟ ବଜାର ଛକରେ ଥିବା ୩ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି । ପ୍ରଥମେ ଏକ ଜଳଖିଆ ଦୋକାନରେ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ହୋଇଥିଲା । ପରେ ଏହି ନିଆଁ ନିକଟରେ ଥିବା ତିନୋଟି ଦୋକାନକୁ ମଧ୍ୟ ବ୍ୟାପିଥିଲା । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । […] The post ଗାଁ ଛକରେ ଭୟାବହ ଅଗ୍ନିକାଣ୍ଡ : ଗ୍ୟାସ୍ ଲିକ ଯୋଗୁଁ ଜଳିଗଲା ୩ ଦୋକାନ appeared first on KNews Odisha.

ଗାଁ ଛକରେ ଭୟାବହ ଅଗ୍ନିକାଣ୍ଡ : ଗ୍ୟାସ୍ ଲିକ ଯୋଗୁଁ ଜଳିଗଲା ୩ ଦୋକାନ
gas w

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ଲାଠୀ ଗାଁ ଛକରେ ବିଳମ୍ୱିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଗାଁର ମୁଖ୍ୟ ବଜାର ଛକରେ ଥିବା ୩ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି । ପ୍ରଥମେ ଏକ ଜଳଖିଆ ଦୋକାନରେ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ହୋଇଥିଲା । ପରେ ଏହି ନିଆଁ ନିକଟରେ ଥିବା ତିନୋଟି ଦୋକାନକୁ ମଧ୍ୟ ବ୍ୟାପିଥିଲା ।

ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଅଗ୍ନିକାଣ୍ଡରେ ଜଳଖିଆ ଦୋକାନ ସମେତ ଅନ୍ୟ ତିନୋଟି ଦୋକାନ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଛି ।

 

 

ଆହୁରି ପଢ଼ନ୍ତୁ : SCBରେ ପୁଣି ଶିଶୁ ଅଦଳବଦଳ ଅଭିଯୋଗ, ନବଜାତ କନ୍ୟାକୁ ବଦଳ କରି ମୃତ ଶିଶୁ ଧରାଇ ଦେଲେ କର୍ମଚାରୀ

 

The post ଗାଁ ଛକରେ ଭୟାବହ ଅଗ୍ନିକାଣ୍ଡ : ଗ୍ୟାସ୍ ଲିକ ଯୋଗୁଁ ଜଳିଗଲା ୩ ଦୋକାନ appeared first on KNews Odisha.