ଗାଁ ଭିତରେ ଝିଅକୁ ଦୁଷ୍କର୍ମ କଲେ...ତାଳପତ୍ର ଘୋଡ଼େଇ ଚାଲିଗଲେ....

ଖବର ପାଇ ହିନ୍ଦୋଳ ପୋଲିସ, ଜିଲ୍ଲା ସାଇଣ୍ଟଫିକ ଟିମ ଏବଂ ଡଗ ସ୍କ୍ଵାର୍ଡ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି।ତେବେ ଘଟଣା ଘଟିଥିବା ସ୍ଥାନ ନିକଟରେ ବେଆଇନ ମଦ ବିକ୍ରି ହେଉଥିବା ଏକ ଘରକୁ କିଛି ବାହାର ଲୋକ ଆସିଥିଲେ। Odisha