ଗାଁରୁ ସହର.. ସବୁଠି ବୁଲା କୁକୁରଙ୍କ କବଜା !

ବଡ଼ କଥା ହେଲା ବୁଲା କୁକୁରଙ୍କ ସଂଖ୍ୟା ୧୭ ଲକ୍ଷ ଟପିଲାଣି। ସରକାର ତ ପଦକ୍ଷେପ ନେଉଛନ୍ତି, ବନ୍ଧ୍ୟାକରଣ ବି କରାଯାଉଛି, ତା ସତ୍ତ୍ୱେ ବି କାହିଁକି କମୁନି କୁକୁର ସଂଖ୍ୟା ପ୍ରଶ୍ନ ଉଠିଲାଣି ।

ଗାଁରୁ ସହର.. ସବୁଠି ବୁଲା କୁକୁରଙ୍କ କବଜା !
Array