ଗାଁରେ ପଶିଲେ ୧୩ଟିକିଆ ହାତୀପଲ

କଣ୍ଟାବାଞ୍ଜି, ୩୧।୧୨: ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ବାରବନ୍ଧ ଗାଁରେ ଏକ ୧୩ ଟିକିଆ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି। ହାତୀପଲ ଧାନ ଫସଲ ଦଳି ନଷ୍ଟ କରିଦେବା ସହ ଘର ଭାଙ୍ଗି ଦେଇଥିବା ଗ୍ରାମବାସୀ କହିଛନ୍ତି। ଖବର ପାଇ ବନ କର୍ମଚାରୀ ଗାଁରେ ପହଞ୍ଚି ହାତୀକୁ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ହାତୀପଲଙ୍କୁ ନେଇ ଗ୍ରାମବାସୀ ଭୟଭିତ ଅବସ୍ଥାରେ ରହିଛନ୍ତି। The post ଗାଁରେ ପଶିଲେ ୧୩ଟିକିଆ ହାତୀପଲ appeared first on Dharitri Odia News.

ଗାଁରେ ପଶିଲେ ୧୩ଟିକିଆ ହାତୀପଲ

କଣ୍ଟାବାଞ୍ଜି, ୩୧।୧୨: ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ବାରବନ୍ଧ ଗାଁରେ ଏକ ୧୩ ଟିକିଆ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି। ହାତୀପଲ ଧାନ ଫସଲ ଦଳି ନଷ୍ଟ କରିଦେବା ସହ ଘର ଭାଙ୍ଗି ଦେଇଥିବା ଗ୍ରାମବାସୀ କହିଛନ୍ତି।

ଖବର ପାଇ ବନ କର୍ମଚାରୀ ଗାଁରେ ପହଞ୍ଚି ହାତୀକୁ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ହାତୀପଲଙ୍କୁ ନେଇ ଗ୍ରାମବାସୀ ଭୟଭିତ ଅବସ୍ଥାରେ ରହିଛନ୍ତି।

The post ଗାଁରେ ପଶିଲେ ୧୩ଟିକିଆ ହାତୀପଲ appeared first on Dharitri Odia News.