ଗାଡ଼ି ଭିତରେ ଯାଉଥିଲା ଗୋମାଂସ: ମାଡ଼ି ବସିଲେ ଯୁବକ

ନିଶ୍ଚିନ୍ତକୋଇଲି,୧।୩ (ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ଅଚ୍ୟୁତାନନ୍ଦ ମାର୍ଗ ବୁହାଲୋ ପଞ୍ଚଯାତ ବରପଡା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ଗୋମାଂସା ବୋଝେଇ ଗାଡିକୁ କିଛି ଯୁବକ ଅଟକାଇଥିଲେ। ପରେ ଗାଡ଼ି ଚାଳକ ଗାଡ଼ି ଛାଛି ଫେରାର ହେବାକୁ ଚେଷ୍ଟା କରୁଥିବା ସମୟରେ ଯୁବକମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳକୁ ଆସିବାପରେ ଉତ୍ତେଜନା ଦେଖାଦେଇଥିଲା। ଏହି ଘଟଣାରେ ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ କେସ୍‌ ନଂ ୪୬/୨୪ରେ ମାମଲା ରୁଜୁକରି ୧୦ […] The post ଗାଡ଼ି ଭିତରେ ଯାଉଥିଲା ଗୋମାଂସ: ମାଡ଼ି ବସିଲେ ଯୁବକ appeared first on Dharitri Odia News.

ଗାଡ଼ି ଭିତରେ ଯାଉଥିଲା ଗୋମାଂସ: ମାଡ଼ି ବସିଲେ ଯୁବକ
ନିଶ୍ଚିନ୍ତକୋଇଲି,୧।୩ (ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ଅଚ୍ୟୁତାନନ୍ଦ ମାର୍ଗ ବୁହାଲୋ ପଞ୍ଚଯାତ ବରପଡା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ଗୋମାଂସା ବୋଝେଇ ଗାଡିକୁ କିଛି ଯୁବକ ଅଟକାଇଥିଲେ।
ପରେ ଗାଡ଼ି ଚାଳକ ଗାଡ଼ି ଛାଛି ଫେରାର ହେବାକୁ ଚେଷ୍ଟା କରୁଥିବା ସମୟରେ ଯୁବକମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳକୁ ଆସିବାପରେ ଉତ୍ତେଜନା ଦେଖାଦେଇଥିଲା। ଏହି ଘଟଣାରେ ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ କେସ୍‌ ନଂ ୪୬/୨୪ରେ ମାମଲା ରୁଜୁକରି ୧୦ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ଦେଇଛନ୍ତି।

The post ଗାଡ଼ି ଭିତରେ ଯାଉଥିଲା ଗୋମାଂସ: ମାଡ଼ି ବସିଲେ ଯୁବକ appeared first on Dharitri Odia News.