ଗାଧୋଉଥିବା ସମୟରେ ବୁଡ଼ିଗଲେ ୬ ଛାତ୍ରଛାତ୍ରୀ

ରାଉରକେଲା: ବେଦବ୍ୟାସ ନିକଟରେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ସମୟରେ ବୁଡ଼ିଗଲେ ୬ ଛାତ୍ରଛାତ୍ରୀ। ଖବରପାଇ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ପରେ ଉକ୍ତ ଛାତ୍ରଛାତ୍ରୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ପଠାଯାଇଥିଲା। ରାଉରକେଲା ସହରର ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜର ୬ ଜଣ ଛାତ୍ରଛାତ୍ରୀ ଗାଧୋଇବା ସମୟରେ ବୁଡି ଯାଇଥିବା ସୂଚନା । ଖବର ଅନୁଯାୟୀ, ସେମାନଙ୍କ ମଧ୍ୟରୁ ୨ଛାତ୍ର ନଦୀରେ ବୁଡି ମୃତ୍ୟୁବରଣ କରିଛନ୍ତି ।

ଗାଧୋଉଥିବା ସମୟରେ ବୁଡ଼ିଗଲେ ୬ ଛାତ୍ରଛାତ୍ରୀ
student drowned in the pond

ରାଉରକେଲା: ବେଦବ୍ୟାସ ନିକଟରେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ସମୟରେ ବୁଡ଼ିଗଲେ ୬ ଛାତ୍ରଛାତ୍ରୀ। ଖବରପାଇ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ପରେ ଉକ୍ତ ଛାତ୍ରଛାତ୍ରୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ପଠାଯାଇଥିଲା। ରାଉରକେଲା ସହରର ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜର ୬ ଜଣ ଛାତ୍ରଛାତ୍ରୀ ଗାଧୋଇବା ସମୟରେ ବୁଡି ଯାଇଥିବା ସୂଚନା ।

ଖବର ଅନୁଯାୟୀ, ସେମାନଙ୍କ ମଧ୍ୟରୁ ୨ଛାତ୍ର ନଦୀରେ ବୁଡି ମୃତ୍ୟୁବରଣ କରିଛନ୍ତି ।