ଗାଧୋଉଥିବାବେଳେ ଡ୍ୟାମରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ
ଆନନ୍ଦପୁର: ଗାଧୋଉଥିବା ବେଳେ ବୁଡ଼ିଗଲେ ଦୁଇ ଛାତ୍ର । ହଦଗଡ଼ ଡ୍ୟାମକୁ ବୁଲି ଆସିଥିବା ୭ ଜଣ ଇଞ୍ଜିନିଅରିଂ ଛାତ୍ର ଡ୍ୟାମର ତଳ ପାର୍ଶ୍ୱରେ ଗାଧୋଉଥିବାବେଳେ ୨ ଜଣ ବୁଡ଼ି ଯାଇଥିଲେ। ମୃତ ଛାତ୍ରଙ୍କ ମଧ୍ୟରୁ ଜଣେ ତିହିଡି ଅଞ୍ଚଳର ସୋମହିତ ନାୟକ ହୋଇଥିବା ବେଳେ ଆଉ ଜଣେ ଭଦ୍ରକ ଜିଲ୍ଲା ବରପଦା ଅଞ୍ଚଳର ଈଶ୍ୱର ଦାସ ବୋଲି ଜଣାପଡ଼ିଛି।