ଗୁଜରାଟ ଭଦୋଦରାରେ ପିଏମ ମୋଦିଙ୍କ ରୋଡ୍ ସୋ

ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଜନ୍ମମାଟି ଗୁଜରାଟ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଭଦୋଦରାରେ ମେଗା ରୋଡ୍ ଶୋ କରିଛନ୍ତି ପିଏମ । କର୍ଣ୍ଣେଲ ସୋଫିଆ କୁରେସିଙ୍କ ପରିବାର ଜଣାଇଲେ ସ୍ୱାଗତ ସମ୍ବର୍ଦ୍ଧନା । ଭଦୋଦରାରେ ଜନସମୁଦ୍ର ।

ଗୁଜରାଟ ଭଦୋଦରାରେ ପିଏମ ମୋଦିଙ୍କ ରୋଡ୍ ସୋ
Array