ଗୁମ୍ମାଝରଣ ଜଳପ୍ରପାତ ନିକଟରେ ଅଘଟଣ : ସେଲ୍ଫି ନେବାବେଳେ ଚାଲିଗଲା ୨ ଜଣଙ୍କ ଜୀବନ
ମାଥିଲି ୧୫।୬: ସେଲ୍ଫି ନେବାବେଳେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ମାଲକାନଗିରି ଜିଲ୍ଲା ଗୁମ୍ମାଝରଣ ଜଳପ୍ରପାତ ନିକଟରେ ଘଟିଛି ଅଘଟଣ । ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ଗୁମ୍ମାଝରଣ ଜଳପ୍ରପାତ ନିକଟରେ ସେଲ୍ଫି ନେବା ବେଳେ ଦୁଇ ଜଣ ଯୁବକଙ୍କ ଚାଲିଗଲା ଜୀବନ। ଭୋଜି କରିବା ପାଇଁ ଗୁମ୍ମାଝରଣକୁ ଆସିଥିଲେ ଦୁଇ ଯୁବକ । ହଠାତ ପଥର ଉପରେ ସେଲ୍ଫି ନେବେ ବେଳେ ଗୋଡ଼ ଖସିଯିବାରୁ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ଏ ପର୍ଯ୍ୟନ୍ତ ଦୁଇ ଯୁବକଙ୍କ ପରିଚୟ ମିଳିପାରିନାହିଁ ।You Can Read :କାଶୀପୁର ଅଜଣା ରୋଗ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ, କାରଣ ଖୋଜିବା ସହ ନିୟନ୍ତ୍ରଣ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ
ମାଥିଲି ୧୫।୬: ସେଲ୍ଫି ନେବାବେଳେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ମାଲକାନଗିରି ଜିଲ୍ଲା ଗୁମ୍ମାଝରଣ ଜଳପ୍ରପାତ ନିକଟରେ ଘଟିଛି ଅଘଟଣ ।
ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ଗୁମ୍ମାଝରଣ ଜଳପ୍ରପାତ ନିକଟରେ ସେଲ୍ଫି ନେବା ବେଳେ ଦୁଇ ଜଣ ଯୁବକଙ୍କ ଚାଲିଗଲା ଜୀବନ। ଭୋଜି କରିବା ପାଇଁ ଗୁମ୍ମାଝରଣକୁ ଆସିଥିଲେ ଦୁଇ ଯୁବକ । ହଠାତ ପଥର ଉପରେ ସେଲ୍ଫି ନେବେ ବେଳେ ଗୋଡ଼ ଖସିଯିବାରୁ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ଏ ପର୍ଯ୍ୟନ୍ତ ଦୁଇ ଯୁବକଙ୍କ ପରିଚୟ ମିଳିପାରିନାହିଁ ।
You Can Read :