ଗୁରୁ ପୂର୍ଣ୍ଣିମା ଅବସରରେ ବାଲ ବିକାଶ ଶିଶୁ ମାନଙ୍କ ଦ୍ଵାରା ବୃକ୍ଷ ରୋପଣ।
ହାଟଡିହି ରବିବାର ଗୁରୁ ପୂର୍ଣ୍ଣିମା ଅବସରରେ ସତ୍ୟ ସାଇ ସଂଗଠନ ପକ୍ଷରୁ ବାଲ ବିକାଶ ଶିଶୁ ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଛି। ସତ୍ୟ ସାଇ ସଂଗଠନ ପକ୍ଷରୁ ଛୋଟ ଛୋଟ ପିଲା ଙ୍କ ମାନଙ୍କ ମଧ୍ୟରେ ସାଇ ପ୍ରେମ ତରୁ ନାମକ ଏକ କାର୍ଯ୍ୟକ୍ରମ ଦ୍ଵାରା ରାଜ୍ୟ ବ୍ୟାପି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଛି। ଏହି କାର୍ଯ୍ୟକ୍ରମ କୁ ସଫଳ କରିବାକୁ ଯାଇ ମରେଇଗାଁ ସତ୍ୟ ସାଇ ସେବା ସମିତି ଅଧିନ ରେ ଥିବା ସମସ୍ତ […] The post ଗୁରୁ ପୂର୍ଣ୍ଣିମା ଅବସରରେ ବାଲ ବିକାଶ ଶିଶୁ ମାନଙ୍କ ଦ୍ଵାରା ବୃକ୍ଷ ରୋପଣ। appeared first on Odisha.News.

ହାଟଡିହି ରବିବାର ଗୁରୁ ପୂର୍ଣ୍ଣିମା ଅବସରରେ ସତ୍ୟ ସାଇ ସଂଗଠନ ପକ୍ଷରୁ ବାଲ ବିକାଶ ଶିଶୁ ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଛି। ସତ୍ୟ ସାଇ ସଂଗଠନ ପକ୍ଷରୁ ଛୋଟ ଛୋଟ ପିଲା ଙ୍କ ମାନଙ୍କ ମଧ୍ୟରେ ସାଇ ପ୍ରେମ ତରୁ ନାମକ ଏକ କାର୍ଯ୍ୟକ୍ରମ ଦ୍ଵାରା ରାଜ୍ୟ ବ୍ୟାପି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଛି। ଏହି କାର୍ଯ୍ୟକ୍ରମ କୁ ସଫଳ କରିବାକୁ ଯାଇ ମରେଇଗାଁ ସତ୍ୟ ସାଇ ସେବା ସମିତି ଅଧିନ ରେ ଥିବା ସମସ୍ତ ସତ୍ୟ ସାଇ ଭଜନ ମଣ୍ଡଳୀ ଗୁଡ଼ିକ ଏହି କାର୍ଯ୍ୟକ୍ରମ ପାଳନ କରିଥିଲେ।
The post ଗୁରୁ ପୂର୍ଣ୍ଣିମା ଅବସରରେ ବାଲ ବିକାଶ ଶିଶୁ ମାନଙ୍କ ଦ୍ଵାରା ବୃକ୍ଷ ରୋପଣ। appeared first on Odisha.News.