ସରକାରଙ୍କ ହାତକୁ ଗଲା ଜୟଲଳିତାଙ୍କ ସ୍ବର୍ଣ୍ଣାଳଙ୍କାର

ଚେନ୍ନାଇ: ସରକାରଙ୍କ ହାତକୁ ଗଲା ଜୟଲଳିତାଙ୍କ ସ୍ବର୍ଣ୍ଣାଳଙ୍କାର।କର୍ଣ୍ଣାଟକର ଏକ ସ୍ବତନ୍ତ୍ର ଅଦାଲତଙ୍କ ନିର୍ଦେଶକ୍ରମେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜୟଲଳିତାଙ୍କ ପ୍ରାୟ ୨୭ କିଲୋ ଓଜନର ସ୍ବର୍ଣ୍ଣାଳଙ୍କାର ସରକାରଙ୍କୁ ହସ୍ତାନ୍ତର କରାଯାଇଛି।ସ୍ବର୍ଣ୍ଣାଳଙ୍କାର ମଧ୍ୟରେ ସୁନା ମୁକୁଟ, ସୁନା ଖଣ୍ଡା ଭଳି ୪୮୧ଟି ସାମଗ୍ରୀ ସାମିଲ ରହିଛି। ସୂଚନା ଅନୁଯାୟୀ କୋର୍ଟଙ୍କ ନିର୍ଦ୍ଦେଶ ପରେ ଦୀର୍ଘ ୧୧ ବର୍ଷ ଧରି ଚାଲିଥିବା ଆଇନଗତ ବିବାଦର ପରିସମାପ୍ତି ଘଟିଛି। The post ସରକାରଙ୍କ ହାତକୁ ଗଲା ଜୟଲଳିତାଙ୍କ ସ୍ବର୍ଣ୍ଣାଳଙ୍କାର appeared first on Odisha.News.

ସରକାରଙ୍କ ହାତକୁ ଗଲା ଜୟଲଳିତାଙ୍କ ସ୍ବର୍ଣ୍ଣାଳଙ୍କାର

ଚେନ୍ନାଇ: ସରକାରଙ୍କ ହାତକୁ ଗଲା ଜୟଲଳିତାଙ୍କ ସ୍ବର୍ଣ୍ଣାଳଙ୍କାର।କର୍ଣ୍ଣାଟକର ଏକ ସ୍ବତନ୍ତ୍ର ଅଦାଲତଙ୍କ ନିର୍ଦେଶକ୍ରମେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜୟଲଳିତାଙ୍କ ପ୍ରାୟ ୨୭ କିଲୋ ଓଜନର ସ୍ବର୍ଣ୍ଣାଳଙ୍କାର ସରକାରଙ୍କୁ ହସ୍ତାନ୍ତର କରାଯାଇଛି।ସ୍ବର୍ଣ୍ଣାଳଙ୍କାର ମଧ୍ୟରେ ସୁନା ମୁକୁଟ, ସୁନା ଖଣ୍ଡା ଭଳି ୪୮୧ଟି ସାମଗ୍ରୀ ସାମିଲ ରହିଛି। ସୂଚନା ଅନୁଯାୟୀ କୋର୍ଟଙ୍କ ନିର୍ଦ୍ଦେଶ ପରେ ଦୀର୍ଘ ୧୧ ବର୍ଷ ଧରି ଚାଲିଥିବା ଆଇନଗତ ବିବାଦର ପରିସମାପ୍ତି ଘଟିଛି।

The post ସରକାରଙ୍କ ହାତକୁ ଗଲା ଜୟଲଳିତାଙ୍କ ସ୍ବର୍ଣ୍ଣାଳଙ୍କାର appeared first on Odisha.News.