ଲୋକ ମହୋତ୍ସବ ସ୍ମରଣିକା ସକାଶେ ଲେଖା ଆହ୍ବାନ

ସମ୍ବଲପୁର:ଆସନ୍ତା ଜାନୁଆରୀ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ସମ୍ବଲପୁର ଲୋକମହୋତ୍ସବ ସ୍ମରଣିକା ସକାଶେ ଗବେଷକ ଓ ଲେଖକମାନଙ୍କଠାରୁ ଲେଖା ଆହ୍ବାନ କରାଯାଉଛି। ଲେଖକମାନେ ଏଥିନିମନ୍ତେ ଲୋକଧାରା ସମ୍ପର୍କିତ ଯଥା ଲୋକସଂସ୍କୃତି, ଲୋକଗୀତ, ଲୋକନୃତ୍ୟ, ଲୋକବାଦ୍ୟ, ଲୋକନାଟକ, ଲୋକବିଶ୍ୱାସ, ଲୋକକ୍ରୀଡ଼ା, ଲୋକକଳା ଆଦି ବିଷୟରେ ଅଥବା ଆଞ୍ଚଳିକ ଐତିହ୍ୟ ପରମ୍ପରା ବିଷୟରେ ନିଜ ଲେଖା ସମ୍ବଲପୁରୀ, ଓଡ଼ିଆ,ହିନ୍ଦି କିମ୍ବା ଇଂରାଜୀରେ ଡିଟିପି କରି ଇ-ମେଲ ଯୋଗେ,କିମ୍ବା ଏଫୋର ସାଇଜର ଗୋଟିଏ ପୃଷ୍ଠାରେ ସ୍ପଷ୍ଟ ଭାବେ ଲେଖିlokmahotsavsouvenir2025@gmail.com ରେ […] The post ଲୋକ ମହୋତ୍ସବ ସ୍ମରଣିକା ସକାଶେ ଲେଖା ଆହ୍ବାନ appeared first on Odisha.News.

ଲୋକ ମହୋତ୍ସବ ସ୍ମରଣିକା ସକାଶେ ଲେଖା ଆହ୍ବାନ

ସମ୍ବଲପୁର:ଆସନ୍ତା ଜାନୁଆରୀ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ସମ୍ବଲପୁର ଲୋକମହୋତ୍ସବ ସ୍ମରଣିକା ସକାଶେ ଗବେଷକ ଓ ଲେଖକମାନଙ୍କଠାରୁ ଲେଖା ଆହ୍ବାନ କରାଯାଉଛି। ଲେଖକମାନେ ଏଥିନିମନ୍ତେ ଲୋକଧାରା ସମ୍ପର୍କିତ ଯଥା ଲୋକସଂସ୍କୃତି, ଲୋକଗୀତ, ଲୋକନୃତ୍ୟ, ଲୋକବାଦ୍ୟ, ଲୋକନାଟକ, ଲୋକବିଶ୍ୱାସ, ଲୋକକ୍ରୀଡ଼ା, ଲୋକକଳା ଆଦି ବିଷୟରେ ଅଥବା ଆଞ୍ଚଳିକ ଐତିହ୍ୟ ପରମ୍ପରା ବିଷୟରେ ନିଜ ଲେଖା ସମ୍ବଲପୁରୀ, ଓଡ଼ିଆ,ହିନ୍ଦି କିମ୍ବା ଇଂରାଜୀରେ ଡିଟିପି କରି ଇ-ମେଲ ଯୋଗେ,କିମ୍ବା ଏଫୋର ସାଇଜର ଗୋଟିଏ ପୃଷ୍ଠାରେ ସ୍ପଷ୍ଟ ଭାବେ ଲେଖିlokmahotsavsouvenir2025@gmail.com ରେ ପଠାଇପାରିବେ। ଲେଖା ପଠାଇବାର ଶେଷ ତାରିଖ ଡିସେମ୍ବର ୨୦ ତାରିଖ। ସ୍ମରଣିକା ଉପକମିଟି ଆବାହକ ଡା. ରାଜାରାମ ଷଡ଼ଙ୍ଗୀ (୯୪୩୭୪୦୫୪୫୫) ଓ ସହ ଆବାହକ ସୁକାନ୍ତ କୁମାର କର (୯୪୩୭୧୪୯୧୬୬) ଜଣାଇଛନ୍ତି। ଲେଖକମାନେ କୌଣସି ବିଶେଷ ସୂଚନା ସକାଶେ ଉପରୋକ୍ତ ମୋବାଇଲ ନମ୍ବର ଗୁଡ଼ିକରେ ଯୋଗାଯୋଗ କରିପାରିବେ।

The post ଲୋକ ମହୋତ୍ସବ ସ୍ମରଣିକା ସକାଶେ ଲେଖା ଆହ୍ବାନ appeared first on Odisha.News.