ଗୁରୁପ୍ରିୟା ସେତୁ ପରେ ବଦଳିଛି ଲାଲଗଡ଼ର ଚିତ୍ର

ଆଉ ନାହିଁ ପୂର୍ବର ସେହି ରକ୍ତରଂଜିତ କାହାଣୀ। ଏବେ କେବଳ ବହନ କରୁଛି ଶାନ୍ତ ଆଉ ଶୀତଳ ବାର୍ତ୍ତା। ଦିନେ ବନ୍ଧୁକ ମୂନରେ ଶାସନ କରି ଯେଉଁ ମାଟିରେ ରକ୍ତର ଇତିହାସ ଲେଖୁଥିଲେ ଲାଲବାହିନୀ।

ଗୁରୁପ୍ରିୟା ସେତୁ ପରେ ବଦଳିଛି ଲାଲଗଡ଼ର ଚିତ୍ର
Array