ଗୁରୁମା’ରୁ ଗୁପ୍ତଚରୀ, ରଚୁଥିଲେ ଭୟଙ୍କର ପ୍ଲାନ୍‌

ସୋଶାଲ ମିଡିଆରେ "Travel with JO" ନାଁରେ ପରିଚିତ ଜ୍ୟୋତି ମଲହୋତ୍ରା ଗିରଫ ହେବା ପରେ ଖୋଲୁଛି ନୂଆ ନୂଆ ଗୁମର। ୩୩ ବର୍ଷୀୟ ଜ୍ୟୋତି ପ୍ରାୟ ୧୪ ବର୍ଷ ତଳେ ଗୁରୁଗ୍ରାମର ଏକ ଘରୋଇ କମ୍ପାନୀରେ ରିସେପ୍ସନିଷ୍ଟ ଭାବରେ କ୍ୟାରିଅର ଆରମ୍ଭ କରିଥିଲେ। ପରେ ହିସାରରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ଏକ ଘରୋଇ ସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତି ହୋଇଥିଲେ। କିଛି ଦିନ ଏଠି କାମ କରିବା ପରେ ପୁଣି ଏକ ଘରୋଇ ଅଫିସ୍‌ରେ ରିସେପ୍ସନିଷ୍ଟ ଚାକିରି କରିଥିଲେ।

ଗୁରୁମା’ରୁ ଗୁପ୍ତଚରୀ, ରଚୁଥିଲେ ଭୟଙ୍କର ପ୍ଲାନ୍‌
Array