ଗୁଳି ମାରିଲା ପୁଲିସ, ଘାଇଲା ହେଲା ବ୍ୟାସ୍‌

ଆଜି ଭୋରୁ ଇସ୍ପାତ ନଗରୀରେ ଫୁଟିଛି ଗୁଳି। ଦୀର୍ଘ ଦିନ ଧରି ନିଦ ହଜାଇଥିବା ୱାଣ୍ଟେଡ ଅପରାଧିକୁ ଏନକାଉଣ୍ଟର କରିଛି ପୋଲିସ। ଘାଇଲା ହୋଇଛି ବ୍ୟାସ ଲକୁଆ।

ଗୁଳି ମାରିଲା ପୁଲିସ, ଘାଇଲା ହେଲା ବ୍ୟାସ୍‌
Array