ଗୁଳିମାଡ କରି ଗହଣା ଦୋକାନ ଲୁଟ୍ । ସମ୍ବଲପୁର ଗୋବିନ୍ଦତଲାରେ ଅଘଟଣ ।

କନକ ବ୍ୟୁରୋ: ସମ୍ବଲପୁର ଧନୁପାଲି ଗୋବିନ୍ଦତଲାରେ ଅଘଟଣ । ଏଠିକାର ଏକ ଗହଣା ଦୋକାନରେ ଗୁଳିମାଡ କରି ଗହଣା ଲୁଟିନେଲେ ଦୁର୍ବୃତ୍ତ । ଗୁଳିମାଡରେ ଜଣେ ଗୁରୁତର ହୋଇଥିବାବେଳେ ଅଭିଯୁକ୍ତଙ୍କୁ ଖୋଜା ଆରମ୍ଭ କରିଛି ପୋଲିସ । ଏହାସହ ଘଟଣା ସ୍ଥଳରେ ପହଞ୍ଚି ଛାନବିନ୍ କରିବା ସହ ସିସିଟିଭି ଫୁଟେଜ୍ ଯାଂଚ କରୁଛି ପୋଲିସ । The post ଗୁଳିମାଡ କରି ଗହଣା ଦୋକାନ ଲୁଟ୍ । ସମ୍ବଲପୁର ଗୋବିନ୍ଦତଲାରେ ଅଘଟଣ । first appeared on Kanak News.

ଗୁଳିମାଡ କରି ଗହଣା ଦୋକାନ ଲୁଟ୍ । ସମ୍ବଲପୁର ଗୋବିନ୍ଦତଲାରେ ଅଘଟଣ ।

କନକ ବ୍ୟୁରୋ: ସମ୍ବଲପୁର ଧନୁପାଲି ଗୋବିନ୍ଦତଲାରେ ଅଘଟଣ । ଏଠିକାର ଏକ ଗହଣା ଦୋକାନରେ ଗୁଳିମାଡ କରି ଗହଣା ଲୁଟିନେଲେ ଦୁର୍ବୃତ୍ତ । ଗୁଳିମାଡରେ ଜଣେ ଗୁରୁତର ହୋଇଥିବାବେଳେ ଅଭିଯୁକ୍ତଙ୍କୁ ଖୋଜା ଆରମ୍ଭ କରିଛି ପୋଲିସ । ଏହାସହ ଘଟଣା ସ୍ଥଳରେ ପହଞ୍ଚି ଛାନବିନ୍ କରିବା ସହ ସିସିଟିଭି ଫୁଟେଜ୍ ଯାଂଚ କରୁଛି ପୋଲିସ ।

The post ଗୁଳିମାଡ କରି ଗହଣା ଦୋକାନ ଲୁଟ୍ । ସମ୍ବଲପୁର ଗୋବିନ୍ଦତଲାରେ ଅଘଟଣ । first appeared on Kanak News.