ଗୋ ଚାଲାଣ ରୋକିଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା
ଗଜପତି,୧୫।୮: ଗୋ ଚାଲାଣ ରୋକିଲେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଗୁରୁବାର ଗଜପତି ଜିଲା ସ୍ଥରୀୟ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ରେ ଯୋଗଦେଇ ମୋହନା ଆସୁଥିଲେ ମନ୍ତ୍ରୀ।ଏହି ସମୟରେ ଆର. ଉଦୟଗିରି ଥାନା ବୁଡ଼ିଶୀଳ ଘାଟିରେ ଶତାଧିକ ଗୋରୁ ଗାଇଙ୍କୁ ରାସ୍ତାରେ ଚଲାଇ ଚଳାଇ ଗୋରୁ ଚାଲାଣ କାରି ମାନେ ନେଉଥିବା ଦେଖି ଅଟକିଥିଲେ ମନ୍ତ୍ରୀ। ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇ ଗୋ ଚାଲାଣ କାରୀଙ୍କୁ ତାଗିତ କରିଥିଲେ । ପାଖରେ ଥିଲେ ଗଜପତି ଜିଲ୍ଲାପାଳ […] The post ଗୋ ଚାଲାଣ ରୋକିଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା appeared first on Dharitri Odia News.
ଗଜପତି,୧୫।୮: ଗୋ ଚାଲାଣ ରୋକିଲେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଗୁରୁବାର ଗଜପତି ଜିଲା ସ୍ଥରୀୟ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ରେ ଯୋଗଦେଇ ମୋହନା ଆସୁଥିଲେ ମନ୍ତ୍ରୀ।ଏହି ସମୟରେ ଆର. ଉଦୟଗିରି ଥାନା ବୁଡ଼ିଶୀଳ ଘାଟିରେ ଶତାଧିକ ଗୋରୁ ଗାଇଙ୍କୁ ରାସ୍ତାରେ ଚଲାଇ ଚଳାଇ ଗୋରୁ ଚାଲାଣ କାରି ମାନେ ନେଉଥିବା ଦେଖି ଅଟକିଥିଲେ ମନ୍ତ୍ରୀ।
ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇ ଗୋ ଚାଲାଣ କାରୀଙ୍କୁ ତାଗିତ କରିଥିଲେ । ପାଖରେ ଥିଲେ ଗଜପତି ଜିଲ୍ଲାପାଳ ଓ ପୋଲିସ ବାହିନୀ । ଜିଲାରୁ ଗୋ ଚାଲାଣ ରୋକିବାକୁ ପଦକ୍ଷେପ ନେବାପାଇଁ ପ୍ରଶାସନକୁ ତାଗିତ କରିଥିଲେ ମନ୍ତ୍ରୀ । ଏହାପରେ ଚାଲାଣ ହେଉଥିବା ସମସ୍ତ ଗୋରୁ ପୋଲିସ ରେ ଜିମା ଦେଇଥିଲେ ।
The post ଗୋ ଚାଲାଣ ରୋକିଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା appeared first on Dharitri Odia News.