ଗୋଟିଏ ଟାୱେଲ୍ରେ ତୃପ୍ତି ଡିମ୍ରୀଙ୍କ ବୋଲ୍ଡ ଜଲ୍ୱା; ଫଟୋ ଦେଖି ଲୋକଙ୍କୁ ଝଟ୍କା
‘ଆନିମଲ୍’ ଫିଲ୍ମ ପରେ ତୃପ୍ତି ଡିମ୍ରୀଙ୍କୁ ଜାତୀୟ କ୍ରସ୍ କୁହାଯିବା ଆରମ୍ଭ ହୋଇଛି। ସମସ୍ତେ ତାଙ୍କ ସୁନ୍ଦର ବ୍ୟକ୍ତିତ୍ୱକୁ ନେଇ ପାଗଳ। ଆନିମଲ୍ ଫିଲ୍ମ ପରେ ତୃପ୍ତି ଡିମ୍ରୀଙ୍କୁ ଅନେକ ପ୍ରୋଜେକ୍ଟ ମିଳିବା ଆରମ୍ଭ ହୋଇଛି। ଏହି ଫିଲ୍ମ ପରେ ତାଙ୍କର ଲୋକପ୍ରିୟତା ଚାରି ଗୁଣା ବୃଦ୍ଧି ପାଇଛି ଆଉ ରାତାରାତି ତାଙ୍କ ଇନଷ୍ଟା ହ୍ୟାଣ୍ଡେଲରେ ଫଲୋର୍ସମାନଙ୍କର ଏକ ଲମ୍ବା ଲାଇନ ଲଗିଛି।