ଗୋଟିଏ ଦିନରେ ୭ ନୂଆ କରୋନା ରୋଗୀ ଚିହ୍ନଟ

ଆଉ କେବଳ ଭୁବନେଶ୍ବର କି କଟକ ନୁହେଁ, ଏବେ ଅନ୍ୟ ସହର ଓ ଜିଲ୍ଲାକୁ ବ୍ୟାପିଲାଣି କରୋନା। ୫ ନୂଆ ଜିଲ୍ଲାକୁ ମିଶାଇ ମୋଟ୍ ୭ଟି ଜିଲ୍ଲାକୁ ଛୁଇଁଲାଣି କୋଭିଡ୍। ଏହା ଭିତରେ କେବଳ ଗତକାଲି ଗୋଟିଏ ଦିନରେ ୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କୌଣସି ରୋଗୀ ଏବେ ଗୁରୁତର ନାହାନ୍ତି। ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ! 

ଗୋଟିଏ ଦିନରେ ୭ ନୂଆ କରୋନା ରୋଗୀ ଚିହ୍ନଟ
Array