‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’କୁ ନେଇ ରାଷ୍ଟ୍ରପତିଙ୍କ ନିକଟରେ ରିପୋର୍ଟ ଦାଖଲ କଲେ ରାମନାଥ କୋବିନ୍ଦ

ନୂଆଦିଲ୍ଲୀ,୧୪।୩: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଆଜି ଲୋକ ସଭା ଏବଂ ରାଜ୍ୟ ସଭା ସମେତ ବିଭିନ୍ନ ସଂସ୍ଥାର ଏକକାଳୀନ ନିର୍ବାଚନ ପ୍ରସଙ୍ଗରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଉପରେ ନିଜର ରିପୋର୍ଟ ଦାଖଲ କରିଛନ୍ତି। ଏହି ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରାଯାଇଛି। ୨୦୨୯ରେ ଏକକାଳୀନ ନିର୍ବାଚନ କରିବାକୁ କମିଟି ପରାମର୍ଶ ଦେବ। ଏହା ସହିତ ଜଡିତ ପ୍ରକ୍ରିୟାଗତ ଏବଂ ଯୁକ୍ତିଯୁକ୍ତ ପ୍ରସଙ୍ଗଗୁଡ଼ିକ ବିଷୟରେ ମଧ୍ୟ ଆଲୋଚନା […] The post ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’କୁ ନେଇ ରାଷ୍ଟ୍ରପତିଙ୍କ ନିକଟରେ ରିପୋର୍ଟ ଦାଖଲ କଲେ ରାମନାଥ କୋବିନ୍ଦ appeared first on Dharitri Odia News.

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’କୁ ନେଇ ରାଷ୍ଟ୍ରପତିଙ୍କ ନିକଟରେ ରିପୋର୍ଟ ଦାଖଲ କଲେ ରାମନାଥ କୋବିନ୍ଦ

ନୂଆଦିଲ୍ଲୀ,୧୪।୩: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଆଜି ଲୋକ ସଭା ଏବଂ ରାଜ୍ୟ ସଭା ସମେତ ବିଭିନ୍ନ ସଂସ୍ଥାର ଏକକାଳୀନ ନିର୍ବାଚନ ପ୍ରସଙ୍ଗରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଉପରେ ନିଜର ରିପୋର୍ଟ ଦାଖଲ କରିଛନ୍ତି। ଏହି ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରାଯାଇଛି। ୨୦୨୯ରେ ଏକକାଳୀନ ନିର୍ବାଚନ କରିବାକୁ କମିଟି ପରାମର୍ଶ ଦେବ। ଏହା ସହିତ ଜଡିତ ପ୍ରକ୍ରିୟାଗତ ଏବଂ ଯୁକ୍ତିଯୁକ୍ତ ପ୍ରସଙ୍ଗଗୁଡ଼ିକ ବିଷୟରେ ମଧ୍ୟ ଆଲୋଚନା କରିବେ।
ଏହି ରିପୋର୍ଟରେ ୧୯୫୧-୫୨ ରୁ ୧୯୬୭ ମଧ୍ୟରେ ତିନୋଟି ନିର୍ବାଚନର ତଥ୍ୟ ବ୍ୟବହାର କରାଯାଇଥିଲା।

The post ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’କୁ ନେଇ ରାଷ୍ଟ୍ରପତିଙ୍କ ନିକଟରେ ରିପୋର୍ଟ ଦାଖଲ କଲେ ରାମନାଥ କୋବିନ୍ଦ appeared first on Dharitri Odia News.