ବେଆଇନ ଟ୍ରେନ୍ ଟିକେଟ୍ କାଟି ଅଡୁଆରେ ଯୁବକ: କମ୍ପ୍ୟୁଟର ଜବତ, ଜଣେ ଅଟକ
ସିଂହପୁର,୩ା୧(ଅନଙ୍ଗ ଉଦୟ ବେଉରିଆ): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁର ବଜାରର ମହେଶ୍ୱର ପଣ୍ଡା ନାମକ ଦୋକାନୀ ନିଜ ଆଇଡିରୁ ବାରମ୍ବାର ଟ୍ରେନ୍ ଟିକେଟ କାଟୁଥିବା ରେଳବାଇ ପୋଲିସ ପାଖରେ ସୂଚନା ଥିଲା। ବୁଧବାର ଇନ୍ସିପେକ୍ଟର ଏ.କେ ସିଂଙ୍କ ନିର୍ଦ୍ଦେଶ କ୍ରମେ ସବ୍ ଇନ୍ସପେକ୍ଟର ଚନ୍ଦନ ତିଓ୍ବାରୀଙ୍କ ସହିତ ଏକ ଟିମ୍ ଆଜି ସିଂହପୁର ବଜାରରେ ଚଢ଼ାଉ କରି ବେଆଇନ ଟ୍ରେନ୍ ଟିକେଟ୍ କାଟିବା ଅଭିଯୋଗରେ କମ୍ପ୍ୟୁଟର ଜବତ କରିବା ସହିତ ମହେଶ୍ୱରଙ୍କୁ ଅଟକ ରଖି […] The post ବେଆଇନ ଟ୍ରେନ୍ ଟିକେଟ୍ କାଟି ଅଡୁଆରେ ଯୁବକ: କମ୍ପ୍ୟୁଟର ଜବତ, ଜଣେ ଅଟକ appeared first on Dharitri Odia News.
ସିଂହପୁର,୩ା୧(ଅନଙ୍ଗ ଉଦୟ ବେଉରିଆ): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁର ବଜାରର ମହେଶ୍ୱର ପଣ୍ଡା ନାମକ ଦୋକାନୀ ନିଜ ଆଇଡିରୁ ବାରମ୍ବାର ଟ୍ରେନ୍ ଟିକେଟ କାଟୁଥିବା ରେଳବାଇ ପୋଲିସ ପାଖରେ ସୂଚନା ଥିଲା। ବୁଧବାର ଇନ୍ସିପେକ୍ଟର ଏ.କେ ସିଂଙ୍କ ନିର୍ଦ୍ଦେଶ କ୍ରମେ ସବ୍ ଇନ୍ସପେକ୍ଟର ଚନ୍ଦନ ତିଓ୍ବାରୀଙ୍କ ସହିତ ଏକ ଟିମ୍ ଆଜି ସିଂହପୁର ବଜାରରେ ଚଢ଼ାଉ କରି ବେଆଇନ ଟ୍ରେନ୍ ଟିକେଟ୍ କାଟିବା ଅଭିଯୋଗରେ କମ୍ପ୍ୟୁଟର ଜବତ କରିବା ସହିତ ମହେଶ୍ୱରଙ୍କୁ ଅଟକ ରଖି ଯାଜପୁର ରୋଡ୍ ନେଇଛନ୍ତି। ଏ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରୁଛନ୍ତି।
The post ବେଆଇନ ଟ୍ରେନ୍ ଟିକେଟ୍ କାଟି ଅଡୁଆରେ ଯୁବକ: କମ୍ପ୍ୟୁଟର ଜବତ, ଜଣେ ଅଟକ appeared first on Dharitri Odia News.