ଗୋଟିଏ ରାତି ମେଲୋଡି ଦେଖିବା ପରିବାର ପାଇଁ ପଡିଲା ମହଙ୍ଗା , ସହିଲେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ...
ଗାଁ ରେ ଚାଲିଥିଲା ଯାତ୍ରା। ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ। ଏପଟେ ଏହାର ସୁଯୋଗ ନେଇ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ବଡ଼ଗୁଡ଼ୁଗୁଡ଼ିଆ ଗ୍ରାମରେ। Odisha Bhaskar is one of the state
ଗାଁ ରେ ଚାଲିଥିଲା ଯାତ୍ରା। ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ। ଏପଟେ ଏହାର ସୁଯୋଗ ନେଇ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ବଡ଼ଗୁଡ଼ୁଗୁଡ଼ିଆ ଗ୍ରାମରେ।
Odisha Bhaskar is one of the state