ଗୋପାଳପୁର ଏନଏସିରେ ପିଏମ ସ୍ୱନିଧି ସମୃଦ୍ଧି କାର୍ଯ୍ୟକ୍ରମ
ଗୋପାଳପୁର: ଗୋପାଳପୁର ଏନଏସିରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ପିଏମ ସ୍ୱନିଧି ସମୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୋପାଳପୁର ବେଳାଭୂମିରେ ଥିବା ଉଠା ଦୋକାନୀଙ୍କୁ ଋଣ ସହାୟତା କରି ଏହି ଯୋଜନା ଉପରେ ବିଭିନ୍ନ ଉପକାରିତା ଉପରେ ବୁଝାଯାଇଥିଲା। ଦୋକାନୀ ମାନେ କିଭଳି ବ୍ୟାଙ୍କ ଋଣ ପାଇ ବ୍ୟବସାୟ କରି ପାରିବେ ତାହା ଉପରେ ଆଲୋଚନା ହୋଇଥିଲା। ପରେ ପଞ୍ଜିକୃତ କରିଥିବା ଦୋକାନିଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା।