ଗୋରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର, ହତ୍ୟାକରି ଫିଙ୍ଗି ଦେଇଥିବା ପରିବାର ଲୋକଙ୍କ ଅଭିଯୋଗ

କଣ୍ଟାବାଞ୍ଜି ୧୦।୭: କଣ୍ଟାବାଞ୍ଜି ଗୋରୁ ବଜାର ଠାରେ ଗୋରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର । ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଆଣିଲେ ଅଭିଯୋଗ । ମୃତକ ହେଉଛନ୍ତି ତୁରେକେଲା ଥାନା ଘୁନେସ ପଞ୍ଚାୟତ କାଦୋବେଡା ଗାଁର ଧନିରାମ ଖୁରା । କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଅଧିକ ତଦନ୍ତ କରୁଛି ।You Can Read:ହୀରାକୁଦ ଜଳଭଣ୍ଡାରର ୧୬ ଗେଟ୍ ଖୋଲା : ଜଳସ୍ତର ରହିଛି ୬୦୫.୩୧ ଫୁଟ

ଗୋରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର, ହତ୍ୟାକରି ଫିଙ୍ଗି ଦେଇଥିବା ପରିବାର ଲୋକଙ୍କ ଅଭିଯୋଗ

କଣ୍ଟାବାଞ୍ଜି ୧୦।୭: କଣ୍ଟାବାଞ୍ଜି ଗୋରୁ ବଜାର ଠାରେ ଗୋରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର । ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଆଣିଲେ ଅଭିଯୋଗ । ମୃତକ ହେଉଛନ୍ତି ତୁରେକେଲା ଥାନା ଘୁନେସ ପଞ୍ଚାୟତ କାଦୋବେଡା ଗାଁର ଧନିରାମ ଖୁରା । କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଅଧିକ ତଦନ୍ତ କରୁଛି ।

You Can Read:

ହୀରାକୁଦ ଜଳଭଣ୍ଡାରର ୧୬ ଗେଟ୍ ଖୋଲା : ଜଳସ୍ତର ରହିଛି ୬୦୫.୩୧ ଫୁଟ