ଗୌଡ ସାହିରେ ଦୁର୍ବୃତ୍ତଙ୍କ ଉନ୍ମୁକ୍ତ କାଣ୍ଡ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ
ବ୍ରହ୍ମପୁର ୧୧/୦୯: ଗୌଡ ସାହିରେ ଦୁର୍ବୃତ୍ତଙ୍କ ଉନ୍ମୁକ୍ତ କାଣ୍ଡ, ଘରେ ପଶି ଦମ୍ପତ୍ତିଙ୍କୁ ଆକ୍ରମଣ । ବ୍ରହ୍ମପୁର ବଡବଜାର ଥାନା ଗୌଡ଼ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ଘରେ ପଶି ଦୁର୍ବୃତ୍ତମାନେ ଏହି ଆକ୍ରମଣ କରିଛନ୍ତି । ଦମ୍ପତିଙ୍କୁ ଘାତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ ।ଆକ୍ରମଣର ଶିକାର ହୋଇଥିବା ଦମ୍ପତ୍ତି ହେଲେ ସତୀଶ କୁମାର ସୁବୁଦ୍ଧି ଓ ତାଙ୍କ ପତ୍ନୀ । ସତୀଶ ଜଣେ ସୁନା ବ୍ୟବସାୟୀ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁଲିସର ତଦନ୍ତ ଆରମ୍ଭ.
ବ୍ରହ୍ମପୁର ୧୧/୦୯: ଗୌଡ ସାହିରେ ଦୁର୍ବୃତ୍ତଙ୍କ ଉନ୍ମୁକ୍ତ କାଣ୍ଡ, ଘରେ ପଶି ଦମ୍ପତ୍ତିଙ୍କୁ ଆକ୍ରମଣ । ବ୍ରହ୍ମପୁର ବଡବଜାର ଥାନା ଗୌଡ଼ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ଘରେ ପଶି ଦୁର୍ବୃତ୍ତମାନେ ଏହି ଆକ୍ରମଣ କରିଛନ୍ତି । ଦମ୍ପତିଙ୍କୁ ଘାତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ ।
ଆକ୍ରମଣର ଶିକାର ହୋଇଥିବା ଦମ୍ପତ୍ତି ହେଲେ ସତୀଶ କୁମାର ସୁବୁଦ୍ଧି ଓ ତାଙ୍କ ପତ୍ନୀ । ସତୀଶ ଜଣେ ସୁନା ବ୍ୟବସାୟୀ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୁଲିସର ତଦନ୍ତ ଆରମ୍ଭ.