ଗ୍ୟାସ ଟାଙ୍କି ଫାଟି ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ଗୋପ : ଗ୍ୟାସ ଟାଙ୍କି ଫାଟି ଜଳିଗଲା ଘର। ଅଳ୍ପକେ ବର୍ତ୍ତିଲେ ପରିବାର  । ଗୋପ ଥାନା ଅଧୀନସ୍ଥ ବେଦପୁର ପଞ୍ଚାୟତ ବେଗୁନିଆ ଛକ ନିକଟ କେନାଲ ବନ୍ଧରେ ଘଟିଛି ଅଘଟଣ । ମୂର୍ତ୍ତି କାରିଗର ବାବୁଲି ସାହୁଙ୍କ ଘରେ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଛି । ୧୦ରୁ ଉର୍ଦ୍ଧ୍ୱ ସାଇକେଲ ସହ ଆସବାବପତ୍ର ସହ ଘର ଜଳିଯାଇଥିଲା । ଖବରପାଇ ଅଗ୍ନିଶମ ବିଭାଗ ପହଞ୍ଚିଥିଲା ବେଳକୁ ସବୁ ଘର ଜଳି ପାଉଁଶ ହୋଇଯାଇଥିଲା  । […] The post ଗ୍ୟାସ ଟାଙ୍କି ଫାଟି ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର appeared first on KNews Odisha.

ଗ୍ୟାସ ଟାଙ୍କି ଫାଟି ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର
gas

ଗୋପ : ଗ୍ୟାସ ଟାଙ୍କି ଫାଟି ଜଳିଗଲା ଘର। ଅଳ୍ପକେ ବର୍ତ୍ତିଲେ ପରିବାର  । ଗୋପ ଥାନା ଅଧୀନସ୍ଥ ବେଦପୁର ପଞ୍ଚାୟତ ବେଗୁନିଆ ଛକ ନିକଟ କେନାଲ ବନ୍ଧରେ ଘଟିଛି ଅଘଟଣ । ମୂର୍ତ୍ତି କାରିଗର ବାବୁଲି ସାହୁଙ୍କ ଘରେ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଛି । ୧୦ରୁ ଉର୍ଦ୍ଧ୍ୱ ସାଇକେଲ ସହ ଆସବାବପତ୍ର ସହ ଘର ଜଳିଯାଇଥିଲା । ଖବରପାଇ ଅଗ୍ନିଶମ ବିଭାଗ ପହଞ୍ଚିଥିଲା ବେଳକୁ ସବୁ ଘର ଜଳି ପାଉଁଶ ହୋଇଯାଇଥିଲା  । ସେପଟେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ବିଳମ୍ୱରେ ପହଞ୍ଚିଥିବା ଦାୟୀ କରିବା ସହ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

The post ଗ୍ୟାସ ଟାଙ୍କି ଫାଟି ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର appeared first on KNews Odisha.