ଘଟଣା ସଂପର୍କରେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ

ସ୍କୁଲରେ ପ୍ରାର୍ଥନା ସରୁ ସରୁ ଶ୍ରେଣୀ ଗୃହକୁ ନ ଯାଇ ସମସ୍ତେ ସିଧା ଚାଲି ଯାଇଥିଲେ ବିଧାୟିକାଙ୍କ ଘରକୁ।

ଘଟଣା ସଂପର୍କରେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ

ଘଟଣା ସଂପର୍କରେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ। ପିକ୍‌ନିକ୍‌ ପାଇଁ ପିଲାମାନେ ମୁଣ୍ଡପିଛା ୧୨୦୦ ଟଙ୍କା ଲେଖାଏଁ ଦେଇଥିଲେ। କିନ୍ତୁ ଜଣେ ଶିକ୍ଷକ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ ପିକ୍‌ନିକ୍‌ ଯିବା ପାଇଁ ଶିକ୍ଷୟିତ୍ରୀ ଚାନ୍ଦା ଆଦାୟ କରୁଛନ୍ତି। ବାସ୍‌ ତା’ପରେ ପିକ୍‌ନିକ୍‌ ଯିବା ପାଇଁ ପ୍ରଧାନ ଶିକ୍ଷୟତ୍ରୀ ମନା ଛାତ୍ରୀମାନେ ରାଗି ଯାଇଥିଲେ। ତେଣୁ ସ୍କୁଲରେ ପ୍ରାର୍ଥନା ସରୁ ସରୁ ଶ୍ରେଣୀ ଗୃହକୁ ନ ଯାଇ ସମସ୍ତେ ସିଧା ଚାଲି ଯାଇଥିଲେ ବିଧାୟିକାଙ୍କ ଘରକୁ।