ଘଟିପାରେ ବଡ ଅଘଟଣ...ଟେଣ୍ଟ ବାନ୍ଧିଲା ପୋଲିସ୍ ...ୱାଚ୍ ଟାୱାର ଉପରୁ ରଖିବ କଡା ନଜର ।
ଚନ୍ଦ୍ରଭାଗା ମାଘ ସପ୍ତମୀ ବୁଡ଼ରେ ପ୍ରାୟ ତିନି ଲକ୍ଷରୁ ଉର୍ଧ୍ଵ ଭକ୍ତଙ୍କ ସମାଗମ ହେବାର ଆଶା ରହିଛି ।ଏଥିପାଇଁ ଅର୍କକ୍ଷେତ୍ର କୋଣାର୍କ ହୋଇ ପଡିଛି ଲୋକାରଣ୍ୟ । ଏହି ଅବସରରେ ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ଯାଞ୍ଚ ସହ ପର୍ଯ୍ୟଟକଙ୍କ ସୁରକ୍