ଘଡ଼ଘଡ଼ି ସହ କୁଆପଥର ବର୍ଷା
ପାଟଣା,୭ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବରେ ରବିବାର ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇଛି। ଏହାର ପ୍ରଭାବରେ ଅନେକ ଅଞ୍ଚଳରେ ଗଛ ଉପୁଡ଼ିବା ସହ ଡୁମୁରିଆ ପଞ୍ଚାୟତ ରୋହଣୀ ଦୁମା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କୁଆପଥର ମାଡ଼ରେ ଗ୍ରାମର ଖଗେଶ୍ବର ମହାନ୍ତ, ବାଇଧର ମହାନ୍ତ, କଳାକର ମହାନ୍ତ, ହଳଧର ମହାନ୍ତ, କ୍ଷୀରୋଦ ମହାନ୍ତ, ମନୋଜ ମହାନ୍ତ, ମଲିନ୍ଦ୍ର ମହାନ୍ତ, ଭୀମସେନ ମହାନ୍ତ, ଅର୍ଜୁନ ମହାନ୍ତ, ରମେଶ ମହାନ୍ତ, ଶଙ୍କର୍ଷଣ […] The post ଘଡ଼ଘଡ଼ି ସହ କୁଆପଥର ବର୍ଷା appeared first on Dharitri Odia News.
ପାଟଣା,୭ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବରେ ରବିବାର ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇଛି। ଏହାର ପ୍ରଭାବରେ ଅନେକ ଅଞ୍ଚଳରେ ଗଛ ଉପୁଡ଼ିବା ସହ ଡୁମୁରିଆ ପଞ୍ଚାୟତ ରୋହଣୀ ଦୁମା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟିଛି।
କୁଆପଥର ମାଡ଼ରେ ଗ୍ରାମର ଖଗେଶ୍ବର ମହାନ୍ତ, ବାଇଧର ମହାନ୍ତ, କଳାକର ମହାନ୍ତ, ହଳଧର ମହାନ୍ତ, କ୍ଷୀରୋଦ ମହାନ୍ତ, ମନୋଜ ମହାନ୍ତ, ମଲିନ୍ଦ୍ର ମହାନ୍ତ, ଭୀମସେନ ମହାନ୍ତ, ଅର୍ଜୁନ ମହାନ୍ତ, ରମେଶ ମହାନ୍ତ, ଶଙ୍କର୍ଷଣ ମହାନ୍ତ, ତ୍ରିଲୋଚନ ମହାନ୍ତ, ବିରବର ମହାନ୍ତ, ନରସିଂହ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ପଦ୍ମଲୋଚନ ମହାନ୍ତ, ଜଗନ୍ନାଥ ମହାନ୍ତ, କରୁଣାକର ମହାନ୍ତ, ତ୍ରିନାଥ ମହାନ୍ତଙ୍କ ସମେତ ୫୦ରୁ ଊଦ୍ଧର୍ବଙ୍କ ଖପର, ଟାଇଲ ଓ ଆଜବେଷ୍ଟସ ଛପର ଭାଙ୍ଗିଯାଇଛି।
The post ଘଡ଼ଘଡ଼ି ସହ କୁଆପଥର ବର୍ଷା appeared first on Dharitri Odia News.