ଘନୀଭୂତ ହେଲା ବାଣିଜ୍ୟ ଯୁଦ୍ଧ: ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ ୧୨୫%କୁ ବୃଦ୍ଧି କଲା ଚାଇନା
ବେଜିଂ,୧୧।୪: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବିଶାଳ ଶୁଳ୍କ ପ୍ରତିଜବାବରେ ଚାଇନା ଆମେରିକୀୟ ଉତ୍ପାଦ ଉପରେ ୧୨୫ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛି। ସେପଟେ ଆମେରିକାକୁ ପ୍ରତିରୋଧ କରିବା ପାଇଁ ରାଷ୍ଟ୍ରପତି ସି ଜିନପିଙ୍ଗ ୟୁରୋପୀୟ ସଂଘକୁ ବେଜିଂ ସହିତ ହାତ ମିଳାଇବାକୁ ଅନୁରୋଧ କରିଛନ୍ତି। The post ଘନୀଭୂତ ହେଲା ବାଣିଜ୍ୟ ଯୁଦ୍ଧ: ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ ୧୨୫%କୁ ବୃଦ୍ଧି କଲା ଚାଇନା appeared first on Dharitri Odia News.
ବେଜିଂ,୧୧।୪: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବିଶାଳ ଶୁଳ୍କ ପ୍ରତିଜବାବରେ ଚାଇନା ଆମେରିକୀୟ ଉତ୍ପାଦ ଉପରେ ୧୨୫ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛି। ସେପଟେ ଆମେରିକାକୁ ପ୍ରତିରୋଧ କରିବା ପାଇଁ ରାଷ୍ଟ୍ରପତି ସି ଜିନପିଙ୍ଗ ୟୁରୋପୀୟ ସଂଘକୁ ବେଜିଂ ସହିତ ହାତ ମିଳାଇବାକୁ ଅନୁରୋଧ କରିଛନ୍ତି।
The post ଘନୀଭୂତ ହେଲା ବାଣିଜ୍ୟ ଯୁଦ୍ଧ: ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ ୧୨୫%କୁ ବୃଦ୍ଧି କଲା ଚାଇନା appeared first on Dharitri Odia News.