ମୁଖ୍ୟମନ୍ତ୍ରୀଙ୍କ ରୁମ୍‌ରୁ କଟାଯାଇଛି ଟେଲିଫୋନ, ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୁମ୍‌ରୁ ଟେଲିଫୋନ କଟାଯାଇଛି। ନବୀନଙ୍କ ସାକ୍ଷାତକାରରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବିସ୍ଫୋରକ ବୟାନ। ଧର୍ମେନ୍ଦ୍ର କହିଛନ୍ତି, ନବୀନ ନିବାସର ନବୀନଙ୍କ ରୁମ୍‌ରେ ଟେଲିଫୋନ ସଂଯୋଗ ନାହିଁ। ନବୀନଙ୍କ ରୁମ୍‌ରେ ଯେଉଁ ଟିଭି ଅଛି, ସେଠି ଓଡ଼ିଆ ଚ୍ୟାନେଲ ନାହିଁ। କେବଳ ଇଂଲିଶ ନ୍ୟୁଜ ଚ୍ୟାନେଲ ତାଙ୍କ ଟିଭିରେ ଦିଆଯାଇଛି। ନବୀନଙ୍କ ଅଭ୍ୟାସ ଦୈନିକ ସନ୍ଧ୍ୟା ୭ଟାରେ ଓଡ଼ିଆ ଖବର ଦେଖନ୍ତି। ଏବେ ତାଙ୍କ ଟିଭିରୁ ଓଡ଼ିଆ ନ୍ୟୁଜ ଚ୍ୟାନେଲ କାଟି ଦିଆଯାଇଛି। The post ମୁଖ୍ୟମନ୍ତ୍ରୀଙ୍କ ରୁମ୍‌ରୁ କଟାଯାଇଛି ଟେଲିଫୋନ, ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ ରୁମ୍‌ରୁ କଟାଯାଇଛି ଟେଲିଫୋନ, ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୁମ୍‌ରୁ ଟେଲିଫୋନ କଟାଯାଇଛି। ନବୀନଙ୍କ ସାକ୍ଷାତକାରରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବିସ୍ଫୋରକ ବୟାନ। ଧର୍ମେନ୍ଦ୍ର କହିଛନ୍ତି, ନବୀନ ନିବାସର ନବୀନଙ୍କ ରୁମ୍‌ରେ ଟେଲିଫୋନ ସଂଯୋଗ ନାହିଁ। ନବୀନଙ୍କ ରୁମ୍‌ରେ ଯେଉଁ ଟିଭି ଅଛି, ସେଠି ଓଡ଼ିଆ ଚ୍ୟାନେଲ ନାହିଁ। କେବଳ ଇଂଲିଶ ନ୍ୟୁଜ ଚ୍ୟାନେଲ ତାଙ୍କ ଟିଭିରେ ଦିଆଯାଇଛି। ନବୀନଙ୍କ ଅଭ୍ୟାସ ଦୈନିକ ସନ୍ଧ୍ୟା ୭ଟାରେ ଓଡ଼ିଆ ଖବର ଦେଖନ୍ତି। ଏବେ ତାଙ୍କ ଟିଭିରୁ ଓଡ଼ିଆ ନ୍ୟୁଜ ଚ୍ୟାନେଲ କାଟି ଦିଆଯାଇଛି।

The post ମୁଖ୍ୟମନ୍ତ୍ରୀଙ୍କ ରୁମ୍‌ରୁ କଟାଯାଇଛି ଟେଲିଫୋନ, ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର appeared first on Dharitri Odia News.