ଘର ଅଗଣାରୁ ଉଦ୍ଧାର ହେଲା ବଡ଼ ପୁଅର ମୃତଦେହ, ହତ୍ୟା ଅଭିଯୋଗରେ ମା’ ଓ ୩ ଭଉଣୀ ଓ ଜଣେ ଭାଇ ଅଟକ
ସମ୍ବଲପୁର ୧୮।୫: ପୁଅକୁ ମାରି ପୋତିଦେଲା ମା’ । ସହଯୋଗ କଲେ ୩ ଭଉଣୀ ଓ ଜଣେ ଭାଇ । ଘର ଅଗଣାରେ ୪ ଫୁଟ ଗାତ ଖୋଳି ପୋତି ଦେଇଥିଲେ । ସମ୍ବଲପୁର ଜିଲ୍ଲା ଡଇଁଚା ଗାଁର ସୁବର୍ଣ୍ଣପୁର ସାହିରେ ଘଟିଛି ଏଭଳି ହତ୍ୟାକାଣ୍ଡ ।ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ଡଇଁଚା ଗାଁର ସୁବର୍ଣ୍ଣପୁର ସାହିର ଶେଷଦେବ ପ୍ରଧାନଙ୍କ ବଡ ପୁଅ ବାଦଲ ପ୍ରଧାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଘର ଅଗଣାରେ ଥିବା ଗର୍ତ୍ତରୁ ମୃତଦେହ ଉଦ୍ଧାର ହୋଇଛି । ବଡ ପୁଅକୁ ହତ୍ୟା ଅଭିଯୋଗରେ ମା’, ୩ ଭଉଣୀ ଓ ଜଣେ ଭାଇଙ୍କୁ ରେଢାଖୋଲ ପୋଲିସ ଅଟକ ରଖିଛି । You Can Read:ବଡ଼ ବାପାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଅଭାବନୀୟ ଘଟଣା : ଭାଇ-ଭଉଣୀ ମିଶି ଭଉଣୀକୁ ଭୁସିଲେ ଛୁରୀ
ସମ୍ବଲପୁର ୧୮।୫: ପୁଅକୁ ମାରି ପୋତିଦେଲା ମା’ । ସହଯୋଗ କଲେ ୩ ଭଉଣୀ ଓ ଜଣେ ଭାଇ । ଘର ଅଗଣାରେ ୪ ଫୁଟ ଗାତ ଖୋଳି ପୋତି ଦେଇଥିଲେ । ସମ୍ବଲପୁର ଜିଲ୍ଲା ଡଇଁଚା ଗାଁର ସୁବର୍ଣ୍ଣପୁର ସାହିରେ ଘଟିଛି ଏଭଳି ହତ୍ୟାକାଣ୍ଡ ।
ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ଡଇଁଚା ଗାଁର ସୁବର୍ଣ୍ଣପୁର ସାହିର ଶେଷଦେବ ପ୍ରଧାନଙ୍କ ବଡ ପୁଅ ବାଦଲ ପ୍ରଧାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଘର ଅଗଣାରେ ଥିବା ଗର୍ତ୍ତରୁ ମୃତଦେହ ଉଦ୍ଧାର ହୋଇଛି । ବଡ ପୁଅକୁ ହତ୍ୟା ଅଭିଯୋଗରେ ମା’, ୩ ଭଉଣୀ ଓ ଜଣେ ଭାଇଙ୍କୁ ରେଢାଖୋଲ ପୋଲିସ ଅଟକ ରଖିଛି ।
You Can Read:
ବଡ଼ ବାପାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଅଭାବନୀୟ ଘଟଣା : ଭାଇ-ଭଉଣୀ ମିଶି ଭଉଣୀକୁ ଭୁସିଲେ ଛୁରୀ