ଘର ଘରକୁ ଯିବ ରାଜସ୍ବ ବିଭାଗ
ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ଯେଉଁମାନେ ଭୂମିହୀନ ଲୋକ ଅଛନ୍ତି ଏବଂ ଯେଉଁମାନଙ୍କ ନିଜସ୍ୱ ଜମି ଖଣ୍ଡେ ଓଡ଼ିଶାର କୌଣସି ଜାଗାରେ ନାହିଁ ସେମାନଙ୍କୁ ଠାବ କରି ବସୁନ୍ଧରା ଯୋଜନାରେ ପଟା ଦେଇ ସାରିଲୁଣି। ଏଥିସହ ପଟାରେ ଯଦି ତ୍ରୁଟି ଥାଏ ତାହାର ସମାଧାନ ପାଇଁ ମଧ୍ୟ ମାସିଭ ଡ୍ରାଇଭ କରାଯାଇଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।