ଘର ବାରଣ୍ଡାରେ ବସିଥିଲେ ମହିଳା , ମାଡିଗଲା କାର୍ ଚାଲିଗଲା ଜୀବନ ! Ganjam accident

ଘର ବାରଣ୍ଡାରେ ବସିଥିଲେ ମହିଳା , ମାଡିଗଲା କାର୍ ଚାଲିଗଲା ଜୀବନ ! ଘର ବାରଣ୍ଡାରେ ବସିଥିବା ବେଳେ, ଘର ଉପରକୁ ମାଡିଗଲା କାର୍ । ଘଟଣା ସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣେ ଶିଶୁ ଏବଂ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି ।