ଘର ଭିତରକୁ ମାଡିଗଲା ବାଲି ବୋଝେଇ ହାଇୱା
ନନ୍ଦିଘୋଷ ବ୍ୟୁରୋ: ଘର ଭିତରକୁ ମାଡିଗଲା ବାଲି ବୋଝେଇ ହାଇୱା । ଗାଡିକୁ ଅଟକାଇ ପୋଲିସକୁ ଖବର ଦେଲେ ଗ୍ରାମବାସୀ।... The post ଘର ଭିତରକୁ ମାଡିଗଲା ବାଲି ବୋଝେଇ ହାଇୱା appeared first on .
ନନ୍ଦିଘୋଷ ବ୍ୟୁରୋ: ଘର ଭିତରକୁ ମାଡିଗଲା ବାଲି ବୋଝେଇ ହାଇୱା । ଗାଡିକୁ ଅଟକାଇ ପୋଲିସକୁ ଖବର ଦେଲେ ଗ୍ରାମବାସୀ। ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ସୁନାମ୍ବ ସାହି ନିକଟରେ ଥିବା ଏକ ଘର ଭିତରକୁ ମାଡିଗଲା ବାଲି ବୋଝେଇ ହାଇଓ୍ବା। ଫଳରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ଗାଡିକୁ ଅଟକାଇ ପୋଲିସକୁ ଖବର ଦେଇଥିଲୋ। ଘଟଣାସ୍ଥଳରେ ଆସିକା ଏସଡିପିଓ ପହଞ୍ଚି ବାଲି ବୋଝେଇ ହାଇୱା ଦୁଇଟିକୁ ଥାନାକୁ ନେଇ ଅଧିକ ତଦନ୍ତ କରୁଛନ୍ତି। ଅନ୍ୟପଟେ ଆସିକା ଋଷୁକୁଲ୍ୟା ନଦୀରୁ ଏପରି ଅନେକ ଘାଟରୁ ରାତି ଅଧିଆ ବାଲି ଚୋରା ଚାଲାଣ ନେଇ ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ଲଘୁ ଖଣିଜ ବିଭାଗ କି ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
The post ଘର ଭିତରକୁ ମାଡିଗଲା ବାଲି ବୋଝେଇ ହାଇୱା appeared first on .